ଏହି ମନ୍ଦିର ର ସୁରକ୍ଷା କରୁଛି ଗୋଟେ ସାକାହାରୀ କୁମ୍ଭୀର , ଖାଉଛି ଖାଲି ମନ୍ଦିର ର ପ୍ରସାଦ ….

କୁମ୍ଭୀର ନାମ ଶୁଣିଲେ ହିଁ ଡର ଲାଗେ , କିଏ ବି କୁମ୍ଭୀର ର ପାଖକୁ ଯିବାକୁ ଚାହିଁବନି. କୁମ୍ଭୀର ର ଭୟଙ୍କର ଦାନ୍ତ କାହାର ବି ହାଡ କୁ ଭାଙ୍ଗି ଚୁରମାର କରିପାରେ. ମାତ୍ର ଏହାର ଓଲଟା ଏମିତି ଗୋଟେ କୁମ୍ଭୀର ଅଛି, ଯିଏ ସମ୍ପୂର୍ଣ ଭାବେ ସାକାହାରୀ ଅଟେ ଆଉ ସେ ଖାଲି ମନ୍ଦିର ର ପ୍ରସାଦ ହିଁ ଖାଏ.

ଆଖ ପାଖ ଲୋକମାନଙ୍କ ଅନୁସାରେ, ଏହି କୁମ୍ଭୀର ପାଖ ନଦୀ ରେ ଥିବା କୌଣସି ମାଛ ଅଥବା ଯିବ କୁ ଖାଇବା ତ ଦୂରର କଥା ହାନି ବି କରେନି. ଏହି କୁମ୍ଭୀର କୁ ମନ୍ଦିର ର ରକ୍ଷକ ବି କୁହନ୍ତି.

ଏହି ଅଦ୍ଭୁତ କଥା କେରଳ ର କୋଚି ଜିଲ୍ଲା ରେ ଅବସ୍ତିତ ଅନନ୍ତପୁର ମନ୍ଦିର ର ଘଟଣା. ଯାହା ପାଖରେ ଥିବା ନଦୀ ରେ ଗୋଟେ କୁମ୍ଭୀର ଅଛି, ଯାହାକୁ ଲୋକେ ମନ୍ଦିର ର ରକ୍ଷକ ଆଉ ସେବକ କୁହନ୍ତି. ଏହି କୁମ୍ଭୀର ର ନାମ ବିବିୟା କୁହାଯାଉଛି. ଲୋକମାନଙ୍କ କଥା ମାନ ତ ବିବିୟା କେବେ ବି ମାଂସ ଖାଇନି, ନଦୀ ରେ ରହି ବି କାହାକୁ ମାରିନି. ସେ ଖାଲି ପ୍ରସାଦ ଖାଏ, ମନ୍ଦିର ର ପୂଜାରୀ ନଦୀ ତଟ କୁ ଗଲେ ବିବିୟା ବାହାରକୁ ଆସେ ଆଉ ପୂଜାରୀ ଯାହା ଦେବେ ସେ ଖାଏ. ମନ୍ଦିର ର ପୂଜାରୀ ଛଡା ଆଉ କାହାକୁ ବି ବିବିୟା କୁ କିଛି ବି ଖାଇବାକୁ ଦେବା ମନା.

ମନ୍ଦିର ର ପୂଜାରୀ ଙ୍କ କଥା ମାନ ତ ଏହା ଏକ ଅସାଧାରଣ ନଦୀ ଅଟେ, ଆଉ ବିବିୟା ଏହି ମନ୍ଦିର ର ପ୍ରଥମ ରକ୍ଷକ ନୁହେ. ସେମାନେ କହିଲେ କି ଯଦି ଗୋଟେ କୁମ୍ଭୀର ର ମୃତ୍ୟୁ ହେଇଯାଏ, ତ ଆଉ ଗୋଟେ କୁମ୍ଭୀର ଆପେ ଆପେ ଆସିଯାଏ. ଏହି କୁମ୍ଭୀର ମାନେ କଠଉ ଆଉ କେମିତି ଆସନ୍ତି କାହାକୁ କିଛି ଜଣ ନାହିଁ, ମାତ୍ର ଗୋଟେ କୁମ୍ଭୀର ର ମୃତ୍ୟୁ ହେଲା ପରେ ଆଉ ଜଣେ ଆସେ ଆଉ ସେ ବି ମନ୍ଦିର ର ପ୍ରସାଦ ହିଁ ଖାଏ କାହାକୁ ବି ହାନି କରେନି.

Leave a Reply

Your email address will not be published. Required fields are marked *