ଦୁନିଆ ର 10 ଟି ମହଙ୍ଗା ବଙ୍ଗଳା, ଏହି ଭିତରେ ମୁକେଶ ଅମ୍ବାନୀ ଙ୍କ ବଙ୍ଗଳା ଆଣ୍ଟିଲିଆ ବି ଅଛି।

ଗୋଟେ ସମୟ ଥିଲା ରାଜା ମହାରାଜା ମାନେ ହି ବହୁମୂଲ୍ୟ ରାଜମହଲ ରେ ରହୁଥିଲେ। ମାତ୍ର ଆଜିର ସମୟ ରେ ଏହି ସ୍ଥାନ କୁ ଦୁନିଆ ର କିଛି ବହୁତ ଧନୀ ଲୋକମାନେ ନେଇଯାଇଛନ୍ତି। ଆଜି କାଲି ର ଏହି ବଡ ବଡ ବଙ୍ଗଳା ପୁରୁଣା ରାଜା ମହାରାଜାଙ୍କ ଙ୍କ ମହଲ ଠୁ ସମ୍ପୂର୍ଣ ଭାବେ ଭିର୍ଣ ଅଟେ। ଏହି ବଙ୍ଗଳା ମାନଙ୍କ ଭିତରେ ବ୍ରିଟେନ ର ଶ୍ୟାହି ପରିବାର ଠୁ ଧରି ଭାରତ ର ମୁକେଶ ଅମ୍ବାନୀ ଙ୍କ ବଙ୍ଗଳା ବି ସାମିଲ।

10. Upper fillmore garden of Olena pinchuk:

10 ଗୋଟି ବେଡ଼ରୁମ ଥିବା ଏହି ବିଶାଳ ବଙ୍ଗଳା ରେ ବହୁତ କିଛି ସୁବିଧା ଉପଲବ୍ଧ ଅଛି। swiming pool, gym, theater ଆଉ stim bath ଏହି ଆବୁ ସୁବିଧା ଅଛି। ଏହି ବଙ୍ଗଳା ର ଇଣ୍ଟେରିଏର ରେ ମାର୍ବଲ, ସୁନା ଆଉ ବହୁତ ମୂଲ୍ୟବାନ ପଦାର୍ଥ ଲାଗିଛି। ଆଉ ଏହାର ମୂଲ୍ୟ ପ୍ରାୟ 848 କୋଟି ଭାରତୀୟ ମୁଦ୍ରା ଅନୁସାରେ।

9. 16 Kensington Palace Gardens:

ଏହି ବଙ୍ଗଳା ର ମାଲିକ ରୋମାନ ଅବ୍ରାମବିଚଆଉ ଏହା ଲଣ୍ଡନ ରେ ଅବସ୍ଥିତ ଅଟେ। ପ୍ରାୟ 911 କୋଟି ର ଏହି ବଙ୍ଗଳା ରେ ହସ୍ପିଟାଲ ରୁ ଧରି ମିଉଜିଅମ ସବୁ ସୁବିଧା ଅଛି।

8. Seven the pinnacle:

ଏହି ବଙ୍ଗଳା ର ମାଲିକ ଟିମ ବକସେଥ ଆଉ ଏହାର ମୂଲ୍ୟ ପ୍ରାୟ 1009 କୋଟି ଟଙ୍କା। ଏହି ବଙ୍ଗଳା ରେ ଗୋଲ୍ଫ କାମୁନିଟି ସହ ଆଉ ବଙ୍ଗଳା ର ଛାତ ଗରମ ରହିଲା ଭଳି ସୁବିଧା ବି ଅଛି। ବହୁତ ଗୁଡିଏ ପୁଲ, ଜିମ ଆଉ ବାର ବହୁତ ସୁବିଧା ଅଛି।

7. Hearst Castle:

ଏହି ଲାଣ୍ଡମାର୍କ ର ମାଲିକ ବିଲୀୟମ ହସ୍ଟ , ଆଉ ଏହାର ମୂଲ୍ୟ 1270 କୋଟି ଟଙ୍କା। ଏହି ଲାଣ୍ଡମାର୍କ ରେ 27 ବେଡ଼ରୁମ ଆଉ 90 ହଜାର ସ୍କ୍ୱାରଫୁଟ ରେ ବ୍ୟାପିଥିବା ରୁ ଏହା କାର୍ଲିଫୋନିଆ ର ସମସ୍ତଙ୍କ ଠୁ ବଡ ଲାଣ୍ଡମାର୍କ ଭାବେ ପରିଚିତ।

6. Alison estate:

ଏହାର ମାଲିକ ଲେରି ଆଲିସନ , ଆଉ ପ୍ରାୟ 1300 କୋଟି ଟଙ୍କା ର ମୂଲ୍ୟ ଏହି property ର। 23 ଏକର ରେ ଥିବା ଏହି ସ୍ଥାନ ରେ 10 ଟି ବଡ ବଡ ବିଲ୍ଡିଂଗ ଅଛି। ଏଥିରେ ବି ସବୁ ପ୍ରକାର ସୁବିଧା ଅଛି।

5. 18-19 କେସିଙ୍ଗଟନ ପାଲେସ ଗାର୍ଡେନ :

ଏହାର ମାଲିକ ଲଷ୍ମୀ ମିତଲ ଯିଏ ଭାରତୀୟ ଉଦ୍ୟଗପତି ମାତ୍ର ସେ ଲଣ୍ଡନ ରେ ଏବେ ରହୁଛନ୍ତି। ଏହି ପାଲେସ ର ମୂଲ୍ୟ 1445 କୋଟି ଟଙ୍କା। 12 ଟି ବେଡ଼ରୁମ ଥିବା ଏହି ପାଲେସ ରେ ବହୁତ ଭଲ ସୁବିଧା ଅଛି। 20 ଗାଡି ପର୍କିଙ୍ଗ ପାଈଁ ବି ସୁବିଧା ଅଛି।

4. For fair field pond:

ଏହି ପୋଣ୍ଡ ର ମାଲିକ ଏର ରେନାର୍ଟ ଆଉ ମୂଲ୍ୟ ପ୍ରାୟ 1615 କୋଟି ଟଙ୍କା । 63 ଏକର ରେ ତିଆରି ହେଇଚି ଏହି ବଙ୍ଗଳା।

3. Villa Leopolda:

ଏହି ବଙ୍ଗଳା ର ମାଲିକ ଲିଲି ସଫରା, ଆଉ ଏହାର ମୂଲ୍ୟ 4884 କୋଟି ଟଙ୍କା । ଏହା 50 ଏକର ରେ ତିଆରି ହେଇଚି।

2. Antilia:

ଏହି ବଙ୍ଗଳା ର ମାଲିକ ଭାରତୀୟ ମୁକେଶ ଅମ୍ବାନୀ ଆଉ ଏହାର ମୂଲ୍ୟ ପ୍ରାୟ 12000 କୋଟି ଟଙ୍କା ଅଟେ। 400000 ସ୍କ୍ୱାରଫୁଟ ଆଉ 27 ଫ୍ଲୋର ର ଏହି ବିଲ୍ଡିଂଗ ସବୁ ସୁବିଧା ଅଛି। ଏଥିରେ 600 ଷ୍ଟାଫ ବି ଅଛନ୍ତି।

1. Buckingham Palace:

ଏହି ପାଲେସ ରେ ବ୍ରିଟେନ ର ଶ୍ୟାହି ପରିବାର ରହୁଛନ୍ତି। ଏହାର ମୂଲ୍ୟ ପ୍ରାୟ 20862 କୋଟି ଟଙ୍କା ଅଟେ। ଏଥିରେ 775 ରୁମ ଆଉ 92 ଅଫିସ ଅଛି।

Leave a Reply

Your email address will not be published. Required fields are marked *