ହାତ ପାପୁଲି ରୁ ପାଣି ପିଉଛି ସବୁଜ ରଙ୍ଗର ସାପ କୁ ଦେଖି ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ, କ୍ଲିକ କରି ଦେଖନ୍ତୁ ଭିଡିଓ

ବେଳେବେଳେ ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି, ଏହିପରି ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଅଜବ ପ୍ରକାରର ସାପ ମଣିଷର ପାପୁଲିରେ ରଖାଯାଇଥିବା ପାଣି ପିଉଛି ।

ବାସ୍ତବରେ ଭାରତୀୟ ବନ ଅଧିକାରୀ ସୁଶାନ୍ତ ନନ୍ଦା ଏହି ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲ ସହ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ଏହି ସାପ ପାଟିରେ ପାଣିରେ ବୁଡ଼ାଇ ତା’ପରେ ପାଣି ପିଇଥାଏ। ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ଏକ ପତଳା ସବୁଜ ରଙ୍ଗର ସାପ ପାପୁଲିରେ ରଖାଯାଇଥିବା କିଛି ପାଣି ପିଉଛି,ସେ ଟିକିଏ ମୁହଁ ଖୋଲି ପାଣି ପିଉଛି ।

ଆଶ୍ଚର୍ଯ୍ୟର ବିଷୟ ହେଉଛି ଲୋକମାନେ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଉଛନ୍ତି ଏବଂ ସାପକୁ ବହୁତ ସୁନ୍ଦର ମଧ୍ୟ କହୁଛନ୍ତି, ତେବେ କେତେକ ଲୋକ ଏହା ମଧ୍ୟ ପଚାରୁଛନ୍ତି ଯେ ଏହା କେଉଁ ପ୍ରଜାତିର ସାପ? ଏହି ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହେବାରେ ଲାଗିଛି। ଲୋକମାନେ ସାପର ରଙ୍ଗ ଏବଂ ଏହାର ଆକାର ବିଷୟରେ ମଧ୍ୟ ପଚାରୁଥିବା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

Reply