30 ଲକ୍ଷ୍ୟ ଟଙ୍କା ପ୍ରତି କିଲୋ ମିଳୁଛି ଏହି କିଟ , ତାପରେ ବି କିଣିବାକୁ ଲାଗୁଚି ଲୋକମାନଙ୍କ ଭିଡ଼।

ଆମ ଦୁନିଆ ରେ ମହଙ୍ଗା ଜିନିଷର ଅଭାବ ନାହିଁ, ଯୁଆଡେ ବି ଗଲେ ବଡ ରୁ ବଡ ମହଙ୍ଗା ଜିନିଷ ମିଳିଯିବ। ଆଜି ଆମେ ଆପଣଙ୍କୁ ଏମିତି ଗୋଟେ କିଟ ବିଷୟରେ କହିବୁ ଯାହା ଶୁଣି ଆଶ୍ଚଯ୍ୟ ହେଇଯିବେ। ଏହି କିଟ ବହୁତ ମୂଲ୍ୟବାନ ଅଟେ, ଏହାର ମୂଲ୍ୟ ପ୍ରାୟ 26 ରୁ 30 ଲକ୍ଷ୍ୟ ଟଙ୍କା ଆଟେ।

ଏତେ ଅଧିକ ମୂଲ୍ୟ ହେବ ପରେ ବି ଲୋକେ ଏହି କିଟ କୁ କିଣିବାକୁ ଭିଡ଼ ଲଗାନ୍ତି। ମାତ୍ର ଏହା ପଛରେ କଣ କାରଣ ଅଛି ଜାଣିଛନ୍ତି କି?? ଏହି କିଟ ହିମାଳୟ ର ପାହାଡ଼ ରେ ମିଳେ , ଶାଗୁଆ ରଙ୍ଗ ସହ ଏହା 2 ଇଞ୍ଚ ଯାଏ ହେଇଥାଏ।

ଏହି କିଟ ର ନାମ ୟାର୍ସଗୁମ୍ବା ଅଟେ, ଏହି କିଟ କୁ ପାଇବା ପାଇଁ ଲୋକମାନେ ହିମାଳୟ ରେ ଦିନ ରାତି ଖୋଜିବାରେ ଲାଗି ଥାନ୍ତି। ଲୋକେ ପାଗଳ ଭଳି ଏହି କିଟ କୁ ଖୋଜିଥାନ୍ତି କାରଣ ଏହି କିଟ ରୁ ମୂଲ୍ୟବାନ ଔଷଧ ତିଆରି ହେଇଥାଏ।

ଏହି କିଟ ର ବ୍ୟବହାର ବିଆଗ୍ରା ଭଳି ହେଇଥାଏ, ମାନେ ଶାରୀରିକ କ୍ଷମତା କୁ ଅଧିକ କରିବାରେ ଏହା ଉପଯୋଗୀ ହେଇଥାଏ। ଏହା ଛଡା ଶ୍ୱାସ ରୋଗ ଆଉ ପେଟ ରୋଗ ପାଇଁ ବି ଉପଯୋଗୀ ହେଇଥାଏ। ଏହି ସବୁ କାରଣ ଲାଗି ଏହି କିଟ ବହୁତ ମହଙ୍ଗା ମିଳିଥାଏ।

ଏହି କିଟ ମାତ୍ର 6 ମାସ ହି ଜୀବିତ ରହିଥାଏ। ମଲା ପରେ ବି ତା ଶବ ଗଛ ରେ ରହିଥାଏ। ଏହି କିଟ ଗୁଡିକୁ ଏକତ୍ର କଲା ପରେ ଏହାର ପାଉଡର କରି ସେବନ କରାଯାଏ। ଏହାର ସବୁଠୁ ବଡ଼ ଖାସ କଥା ଏହା ଯେ କୌଣସି side effect ପଡେନି, ମାତ୍ର ହୃଦୟ ରୋଗି ପାଇଁ ଏହା ଜୀବନ ପାଇଁ ବିପଦ ହେଇଥାଏ।

Leave a Reply

Your email address will not be published. Required fields are marked *