ଜଣାନାହିଁ ଏକଦିବସୀୟ ମ୍ୟାଚରେ କେବେ ଶତକ ମାରିବେ ଏହି ୫ ଖେଳାଳି ନମ୍ବର ୧ ଙ୍କ ଉପରେ ଭରସା କରିବା ମୂର୍ଖାମୀ

କ୍ରିକେଟ ରେ ଏମିତି କେତେ ଖେଳାଳୀ ଅଛନ୍ତି, ଯେଉଁମାନେ ନିଜ ଡେବ୍ୟୁ ମ୍ୟାଚ ରେ ହିଁ ଶତକ ମାରିଥିଲେ । ଏମିତିରେ ଆଜି ଏହି ଆର୍ଟିକଲ ରେ ଆପଣଙ୍କୁ ସେହି 5ଜଣ ଭାରତୀୟ ବ୍ୟାଟ୍ସମେନ ଙ୍କ ବିଷୟ ରେ କହିବୁ, ଯିଏ ବର୍ତମାନ ପର୍ଯ୍ୟନ୍ତ ODI କ୍ରିକେଟ ରେ ଶତକ ମାରିନାହାନ୍ତି ।

ଋଷଭ ପନ୍ତ :-

ଋଷଭ ପନ୍ତ ନିଜ ଭଲ ବ୍ୟାଟିଙ୍ଗ ପାଇଁ ପୁରା ଦୁନିଆ ରେ ଜଣାଯାଆନ୍ତି । ଋଷଭ ପନ୍ତ ନିଜ ଛୋଟ କ୍ୟାରିୟର ରେ କେତେ ଭଲ ପାଳି ମଧ୍ୟ ଖେଳିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ODI କ୍ରିକେଟ ରେ ଋଷଭ ପନ୍ତ ଶତକ ମାରି ପାରିନାହାନ୍ତି ।

ହାର୍ଦିକ ପାଣ୍ଡ୍ୟା :-

କ୍ରିକେଟ ର ଯେକୌଣସି ଫର୍ମାଟ ହେଉ ନା କାହିଁକି ହାର୍ଦିକ ପାଣ୍ଡ୍ୟା କେବଳ ଛକ୍କା ର ବର୍ଷା କରିବାରେ ବିଶ୍ୱାସ ରଖିଥାଆନ୍ତି । ତା’ସହ ତାଙ୍କର ଵିକେଟ ନେବାରେ ମଧ୍ୟ ବହୁତ ମୁସ୍କିଲ ହୋଇଥାଏ କିନ୍ତୁ ଏହାପରେ ମଧ୍ୟ ହାର୍ଦିକ ପାଣ୍ଡ୍ୟା ଆଜି ପର୍ଯ୍ୟନ୍ତ ODI କ୍ରିକେଟ ରେ ଶତକ ମାରି ପାରିନାହାନ୍ତି ।

ଶ୍ରେୟସ ଅୟର :-

ଭାରତୀୟ ଟିମ ର Emerging Batsmen ଶ୍ରେୟସ ଅୟର ନିଜର ଭଲ ବ୍ୟାଟିଙ୍ଗ ରେ ସମସ୍ତଙ୍କୁ ନିଜ ଦିୱାନା ବନେଇଦେଇଛନ୍ତି ଓ କେତେଥର ଭାରତୀୟ ଟିମ ତରଫରୁ ଜଣେ ଗେମ ଚେଞ୍ଜର ର ରୋଲ ମଧ୍ୟ ତୁଲେଇଛନ୍ତି କିନ୍ତୁ ଏହାପରେ ମଧ୍ୟ ODI କ୍ରିକେଟ ରେ ଶ୍ରେୟସ ଅୟର ଶତକ ମାରି ପାରିନାହାନ୍ତି ।

ରବିନ୍ଦ୍ର ଜଡେଜା :-

ରବିନ୍ଦ୍ର ଜଡେଜା ଭାରତୀୟ ଟିମ ତରଫରୁ କେତେ ୟାଦଗାର ପାଳି ଖେଳିଛନ୍ତି, ଯାହାକୁ ଭୁଲିପାରିବା ସହଜ ନୁହେଁ , ତା’ ସହ ରବିନ୍ଦ୍ର ଜଡେଜା ଟେଷ୍ଟ କ୍ରିକେଟ ରେ 1 ଶତକ ମାରିଛନ୍ତି କିନ୍ତୁ ସେ ODI କ୍ରିକେଟ ରେ ଶତକ ମାରି ପାରିନାହାନ୍ତି ।

ବିଜୟ ଶଙ୍କର :-

ବିଜୟ ଶଙ୍କର ନିଜ ଭଲ ପ୍ରଦର୍ଶନ କାରଣରୁ ବିଶ୍ୱକପ 2019ରେ ଖେଳିସାରିଛନ୍ତି । ତା’ସହ ବିଜୟ ଶଙ୍କର ଘରୋଇ ମ୍ୟାଚ ରେ କେତେ ବଡ଼ ପାଳି ମଧ୍ୟ ଖେଳିଛନ୍ତି କିନ୍ତୁ ODI କ୍ରିକେଟ ରେ ବିଜୟ ଶଙ୍କର ଶତକ ମାରି ପାରିନାହାନ୍ତି ।

Leave a Reply

Your email address will not be published. Required fields are marked *