ଏହି ୭ ଜଣ ଖେଳାଳିଙ୍କ ପାଖରେ ରହିଛି ସରକାରୀ ଚାକିରୀ, ପୋଷ୍ଟକୁ କ୍ଲିକ କରି ଜାଣନ୍ତୁ କାହାର ସବୁଠୁ ବଡ ପୋଷ୍ଟ

ଆଜି ଆମେ ଆମେ ଆପଣଙ୍କୁ ଏହି ଆର୍ଟିକଲ ରେ ଏମିତି 7ଜଣ ଭାରତୀୟ ଖେଳାଳୀ ଙ୍କ ବିଷୟ ରେ କହିବୁ, ଯାହା ପାଖରେ ସରକାରୀ ଚାକିରୀ ଅଛି ।

କପିଲ ଦେବ :-

କପିଲ ଦେବ ଙ୍କ ଅଧିନାୟକତ୍ୱ ରେ ଭାରତ 1983ରେ ପ୍ରଥମ ICC ବିଶ୍ୱ କପ ଜିତିଥିଲା । ସେ ନିଜ ସମୟ ରେ ସବୁଠୁ ସଫଳ ଖେଳାଳୀ ଙ୍କ ମଧ୍ୟରୁ ଜଣେ ଥିଲେ । 2008ରେ କପିଲ ଦେବ ଙ୍କୁ ଭାରତୀୟ ସେନାରେ ଲେଫ୍ଟିନେଣ୍ଟ କର୍ଣ୍ଣଲ ବନାଯାଇଥିଲା ।

ମହେନ୍ଦ୍ର ସିଂ ଧୋନୀ :-

ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଇତିହାସ ର ସବୁଠୁ ସଫଳ ଅଧିନାୟକ ଓ ଵିକେଟ କିପର ବ୍ୟାଟ୍ସମେନ ଅଟନ୍ତି । ସେ 2011 ODI ଓ 2007 ଟି-20 ବିଶ୍ୱ କପ ଜିତେଇଛନ୍ତି । ମହେନ୍ଦ୍ର ସିଂ ଧୋନୀ ଭାରତୀୟ ସେନାରେ ଲେଫ୍ଟିନେଣ୍ଟ କର୍ଣ୍ଣଲ ପଦରେ ଅଛନ୍ତି ।

ସଚିନ ତେନ୍ଦୁଲକର :-

ବିଶ୍ୱ କ୍ରିକେଟ ରେ ସବୁଠୁ ଅଧିକ ରନ ବନେଇଥିବା ବ୍ୟାଟ୍ସମେନ ସଚିନ ତେନ୍ଦୁଲକର ଭାରତୀୟ ବାୟୁ ସେନାରେ ଗ୍ରୁପ କ୍ୟାପଟେନ ପଦରେ ଅଛନ୍ତି ।

ହରଭଜନ ସିଂ :-

ଭାରତର ସବୁଠୁ ସଫଳ ଅଫ ସ୍ପିନର ବୋଲର ହରଭଜନ ସିଂ ପଞ୍ଜାବ ପୋଲିସରେ DCP ପଦରେ ଅଛନ୍ତି ।

ଉମେଶ ୟାଦବ :-

ଭାରତୀୟ ଟିମର ଫାଷ୍ଟ ବୋଲର ଉମେଶ ୟାଦବ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ଅଛନ୍ତି ।

କେ ଏଲ ରାହୁଲ :-

କେ ଏଲ ରାହୁଲ ଙ୍କ କ୍ୟାରିୟର ପ୍ରଭାବଶାଳୀ ଅଟେ । ତାଙ୍କ ନାମ ରେ କେତେ ଅଦ୍ଭୁତ ରେକର୍ଡ ଅଛି । ସେ 3ଟି ଫାର୍ମଟି ରେ ଶତକ ମାରିଥିବା ତୃତୀୟ ଖେଳାଳୀ ଅଟନ୍ତି । ସେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ଅଛନ୍ତି ।

ୟୁଜବେନ୍ଦ୍ର ଚହଲ :-

ନିଜ ସ୍ପିନରେ ବିରୋଧୀ ବ୍ୟାଟ୍ସମେନଙ୍କୁ ହଇରାଣ କରୁଥିବା ବୋଲର ୟୁଜବେନ୍ଦ୍ର ଚହଲ ଆୟକର ବିଭାଗରେ ଇନ୍ସପେକ୍ଟର ପଦରେ ଅଛନ୍ତି ।

Leave a Reply

Your email address will not be published. Required fields are marked *