ଏହି ୫ଜଣ ଅଭିନେତା ଟିଭି ପରଦାରେ କୃଷ୍ଣ ଭୂମିକାରେ ଅଭିନୟ କରିଛନ୍ତି, ନମ୍ବର ୫ ହେଉଛି ଜଣେ ଝିଅ ।

୧. ବିଶାଲ କରବାଲ :-

ଲୋକମାନେ ତାଙ୍କର ଅଭିନୟ ଓ ଲୁକ କୁ ପସନ୍ଦ କରିଥିଲେ । ସେ ଟିଭି ସୋ ‘ ଦ୍ୱାରିକାଧିଶ ‘ ରେ କୃଷ୍ଣ ଭୂମିକାରେ ଅଭିନୟ କରିଥିଲେ ।

୨. ନିତୀଶ ଭରଦ୍ୱାଜ :-

ମହାଭାରତ ୧୯୯୮ ଟିଭି ଧାରାବାହିକ ମଧ୍ୟ ଅବିସ୍ମରଣୀୟ ଥିଲା, ସେ ଏହି ଧାରାବାହିକରେ କୃଷ୍ଣ ଭୂମିକାରେ ଅଭିନୟ କରିଥିଲେ ।

୩. ସର୍ବଦମନ ବାନାର୍ଜୀ :-

ଯଦି ଆମେ କୃଷ୍ଣଙ୍କର ଚରିତ୍ର ବିଷୟରେ କହିଲେ ଆମେ ତାଙ୍କୁ ଭୁଲିପାରିବା ନାହିଁ, କାହିଁକିନା ଓଁ ନମଃ ଶିବାୟ ଧାରାବାହିକରେ ପ୍ରସାରଣ ହେବାପରେ ସେ ସମ୍ପୂର୍ଣ ଭାରତ ପାଇଁ କୃଷ୍ଣଙ୍କର ପ୍ରତିମୁର୍ତି ଥିଲେ ।

୪. ସୌରଭ ଜୈନ :-

୨୦୧୩ ମହାଭାରତରେ ସେ କୃଷ୍ଣ ଭୂମିକାରେ ଅଭିନୟ କରିଥିଲେ ଓ ଲୋକମାନେ ତାଙ୍କୁ ଭଲ ପାଉଥିଲେ ।

୫. ଧୁତୀ ଭାଟିଆ :-

ଧୁତୀ ହେଉଛି ଗୋଟେ ଝିଅ, ସେ ଟିଭି ସୋ ‘ ଜୟ ଶ୍ରୀ କୃଷ୍ଣ ‘ ରେ ବାଳକୃଷ୍ଣ ଭୂମିକାରେ ଅଭିନୟ କରିଥିଲେ ।

Leave a Reply

Your email address will not be published. Required fields are marked *