ଏକ ବର୍ଷରେ ୧୨ ଟି ଶତକ ମାରିଥିବା ବିଶ୍ୱରେ ଏକ ମାତ୍ର ଖେଳାଳିଙ୍କ ନାମ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ।

ଯେବେ ଖେଳାଳି ନିଜ ଟିମ ପାଇଁ ଶତକ ମାରିଥାନ୍ତି ତା ପୁରା କ୍ରିକେଟ ଜଗତ ତାଙ୍କୁ ପ୍ରଶଂସା କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏଭଳି କ୍ରିକେଟର ଙ୍କ ବିଷୟରେ ଯେଉଁମାନେ ଏକ ବର୍ଷ ରେ ସବୁଠାରୁ ଅଧିକ ଶତକ ଲଗାଇ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ଲିଷ୍ଟ ରେ ଏଭଳି ଏକ ମହାନ ଖେଳାଳି ଙ୍କ ବିଷୟରେ ଜାଣିବା ଯିଏକି ଗୋଟିଏ ବର୍ଷରେ ସର୍ବାଧିକ ୧୨ଟି ଶତକ ର ରେକର୍ଡ ନିଜ ନାମରେ କରିଛନ୍ତି ।

ଶ୍ରୀଲଙ୍କାର ଶ୍ରେଷ୍ଠ ଖେଳାଳି ଅରବିନ୍ଦ ଡିସିଲଭା ଏହି ତାଲିକାରେ ସେ ଗୋଟିଏ ୧୦ ଟି ପଞ୍ଚମ ସ୍ଥାନରେ ଥିବା ବେଳେ ସାଉଥ ଆଫ୍ରିକାର ଶ୍ରେଷ୍ଠ ଖେଳାଳି ହସିମ ଅମଲା ମଧ୍ୟ ସର୍ବାଧିକ ଗୋଟିଏ ବର୍ଷରେ ୧୦ ଟି ଶତକ ମାରିବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଏବଂ ଏହା ସହ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବା ରନ ମେସିନ ମଧ୍ୟ ଗୋଟିଏ ବର୍ଷରେ ସର୍ବାଧିକ ୧୧ ଶତକ ମାରି ସାରିଛନ୍ତି ଏବଂ ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକି ପଣ୍ଟିଙ୍ଗ ମଧ୍ୟ ୧୧ ଟି ଶତକ ମାରିଥିବାରେ ଏହି ରେକର୍ଡ କୁ ନିଜ ନାମରେ କରିଥିଲେ ।

କିନ୍ତୁ ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ଭାରତର ପୂର୍ବ ଖେଳାଳି ବା ଗଡ଼ ଅଫ କ୍ରିକେଟ ସଚିନ ତେନ୍ଦୁଲକର ଯିଏ କି ୧୯୯୮ ରେ ୩୯ ଟି ମ୍ୟାଚର ୪୨ ଟି ଇନିଂସ ଖେଳି ଗୋଟିଏ ବର୍ଷରେ ସର୍ବାଧିକ ୧୨ ଟି ଶତକ ମାରି ଏହି ରେକର୍ଡ କୁ ନିଜ ନାମରେ କରିଛନ୍ତି । ଏବଂ ସମୟ ହିଁ କହିବା ଏହି ରେକର୍ଡ କୁ ବର୍ତମାନ କେଉଁ ଖେଳାଳି ଶୀଘ୍ର ଭାଙ୍ଗି ପାରୁଛନ୍ତି ।

Leave a Reply

Your email address will not be published. Required fields are marked *