ଏହି ୫ଜଣ ଅଭିନେତ୍ରୀ ହୋଇଛନ୍ତି ଯାଆଁଳା ସନ୍ତାନର ମାଆ, ନମ୍ବର ୧ ହେଉଛନ୍ତି ଜଣେ ବଡ଼ ଅଭିନେତାଙ୍କ ପତ୍ନୀ ।

ବଲିଉଡରେ ଅନେକ ଷ୍ଟାର ଅଛନ୍ତି, ଯେଉଁମାନେ ଫିଲ୍ମ କ୍ୟାରିୟର ଠାରୁ ଦୂରରେ ଯାଇ ବୈବାହିକ ଜୀବନରେ ବ୍ୟସ୍ତ ହୋଇଯାଇଛନ୍ତି ଓ ତାଙ୍କର ଯାଆଁଳା ଛୁଆ ମଧ୍ୟ ଅଛି । ଆଜି ଆମେ ଆପଣଙ୍କୁ ଏପରି ୫ଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଯାଆଁଳା ପିଲାଙ୍କୁ ଜନ୍ମ ଦେଇଛନ୍ତି ।

୧.ମାନ୍ୟତା ଦତ୍ତ :-

ମାନ୍ୟତା ଦତ୍ତଙ୍କୁ ସଞ୍ଜୟ ଦତ୍ତ ୨୦୧୦ରେ ବିବାହ କରିଥିଲେ । ଏହା ପୂର୍ବରୁ ମାନ୍ୟତା ଦତ୍ତ ଅନେକ ଫିଲ୍ମରେ ନଜର ଆସିଛନ୍ତି । ସେ କେତେକ ଫିଲ୍ମରେ ଆଇଟମ୍ ସଙ୍ଗ୍ କରିଥିବାର ନଜର ଆସିଛନ୍ତି । ମାନ୍ୟତା ଦତ୍ତ ଏକା ସାଙ୍ଗରେ ପୁଅ ଶହରାନ ଏବଂ ଝିଅ ଇକରାଙ୍କୁ ଜନ୍ମ ଦେଇଥିଲେ । ଏହିପରି ମାନ୍ୟତା ଦୁଇ ସନ୍ତାନର ମାଆ ହୋଇଥିଲେ ।

୨. ସେଲିନା ଜେଟଲି :-

ସେଲିନା ଜେଟଲି ଅତ୍ୟଧିକ ସୁନ୍ଦର ଏବଂ ବୋଲ୍ଡ କିନ୍ତୁ ସେ ହଠାତ୍ ବଲିଉଡ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ । ସେ ୨୦୧୧ରେ ବିଦେଶୀ ବ୍ୟବସାୟୀ ପିଟର ହଗଙ୍କୁ ବିବାହ କରିଥିଲେ । ଏହାପରେ ତାଙ୍କର ଦୁଇଟି ଯାଆଁଳା ସନ୍ତାନ ହୋଇଥିଲା ।

୩.ଲିଜା ରେ :-

କସୁର, ଓ୍ବାଟର, ବୀରାପ୍ପାନ ଏବଂ ଅନେକ ବଲିଉଡ ଏବଂ ହଲିଉଡ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଲିଜା ରେ ୨୦୧୨ରେ ଜେସନ ଦେହନିଙ୍କୁ ବିବାହ କରିଥିଲେ । ବିବାହର ୬ବର୍ଷ ପରେ ଲିଜା ଦୁଇଟି ସୁନ୍ଦର ଝିଅଙ୍କୁ ଜନ୍ମ ଦେଇଥିଲେ ।

୪. ସନି ଲିଓନ :-

ଆଡଲ୍ଟ ଷ୍ଟାରରୁ ବଲିଉଡ ଷ୍ଟାର ହୋଇଥିବା ସନି ଲିଓନ ଦୁଇ ଯାଆଁଳା ସନ୍ତାନକୁ ଜନ୍ମ ଦେଇନଥିଲେ କିନ୍ତୁ ସେ ସରୋଗେସି ସାହାଯ୍ୟରେ ଦୁଇ ଯାଆଁଳା ସନ୍ତାନକୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରିଥିଲେ ।

୫.ଫରାହ ଖାନ୍ :-

ଡାଇରେକ୍ଟର, କୋରିଓଗ୍ରାଫର ଏବଂ ଅଭିନେତ୍ରୀ ଫରାହ ଖାନ୍ ଶିରୀଷ କୁନ୍ଦରଙ୍କୁ ବିବାହ କରିଥିଲେ । ଏହାପରେ ସେ ୩ଜଣ ଯାଆଁଳା ସନ୍ତାନକୁ ଜନ୍ମ ଦେଇଥିଲେ । ତାଙ୍କର ଦୁଇ ଝିଅ ଏବଂ ଜଣେ ପୁଅ ଅଛି ।

Leave a Reply

Your email address will not be published. Required fields are marked *