ଦୁନିଆ ର ୫ ଟି ରହସ୍ୟମୟ ସ୍ଥାନ, ଜୀବନ ରେ ଗୋଟେ ଥର ନିଶ୍ଚିତ ଯାଆନ୍ତୁ….

ଏମିତି କିଛି ରହସ୍ୟମୟ ସ୍ଥାନ ଅଛି, ଯାହା ବିଷୟରେ ହୁଏ ତ ଆପଣମାନେ ଜାଣିନଥିବେ। ଏହି ସ୍ଥାନ ରେ ବହୁତ କିଛି କଥା ଲୁଚି ରହିଛି, ଚାଲନ୍ତୁ ଜାଣିବା ଏହି ସ୍ଥାନ ମାନଙ୍କ ବିଷୟରେ।

୧. Surtsey island iceland: ଏଠାରେ ୧୯୬୩ ରେ ଗୋଟେ ଜ୍ୱାଳାମୁଖୀ ର ପ୍ରଭାବ ୪ ବର୍ଷ ଯାଏ ଥିଲା। ୧୮୬୭ ରେ ଜୋ ସମୟରେ ଏହା ବନ୍ଦ ହେଲା, ତାପରେ ବହୁତ କିଛି ରହସ୍ୟ ଚଡ଼ିଗଲା। ଏଠି ହୋଟେ island ତିଆରି ହେଇଗଲା, ଯାହା ଆଜି ବି ଦେଖିବାକୁ ବହୁତ ସୁନ୍ଦର ଦେଖାଯାଏ।

୨. Longyearbyen norway: ଏହି ସ୍ଥାନ ର ରହସ୍ୟ ଏହା ଯେ, ଏଠି ବର୍ଷ ର ୨୦ ଏପ୍ରିଲ ରୁ ୨୩ ଅଗଷ୍ଟ ଯାଏ ସୂର୍ଯ୍ୟ ଅସ୍ତ ହୁଏନା। ଏଠିକାର ଲୋକୋ ମାନଙ୍କୁ କେବେ କେବେ ଦିନ ଆଉ ରାତି କୋ ସମୟ ରେ ହୁଏ ଜଣା ପଡେନି।

୩. Moeraki Boulders, New Zealand: ଯଦି ଆପଣ ମାନେ କେବେ new zealand ଯିବେ, ସେ ସ୍ଥାନ ର ଦକ୍ଷିଣ ରେ ଏମିତିକା ବଡ ବଡ ପଥର ଦେଖିବାକୁ ମିଳିବ। ଏହି ସବୁ ପଥର ସମୁଦ୍ର କୂଳରେ ଅଛି, ଦେଖିବାକୁ ୧୨ ପୁଟ ଯାଏ ଉଚତା।

୪. Land folse antarctica: ଏହି ସ୍ଥାନ ରେ ଥିବା ବରଫ ଉପରେ ଗୋଟେ ପଦାର୍ଥ ବହି ଚାଲିଛି ଝରଣା ପରି ଆଉ ଦେଖିବାକୁ ରକ୍ତ ଭଳି ଲାଲ। ପ୍ରଥମ ଥର ଦେଖିଲେ କିଏ ବି ଆଶ୍ଚଯ୍ୟ ହେଇଯାଉଛି।

୫. Pamukkale turkey: ସମସ୍ତଙ୍କୁ ଜଣା କି ଝରଣା ର ପାଣି ସବୁବେଳେ ଥଣ୍ଡା ଥାଏ, ମାତ୍ର turkey ରେ ଏମିତି ଗୋଟେ ସ୍ଥାନ ଅଛି , ଯେଉଁଥିରେ ୧୦୦୦ ବର୍ଷ ହେଲାଣି, ପାକୃତିକ ଗରମ ପାଣି ବହୁଛି।

ଏଠାରେ ପାଣି ର ତାପମାନ ୩୭ ରୁ ୧୦୦ degree ଯାଏ ରହୁଛି। ଥଣ୍ଡା ଦିନରେ ଦୂର ଦୂର ରୁ ଲୋକେ ଆସନ୍ତି।

Leave a Reply

Your email address will not be published. Required fields are marked *