ଏହି cricketer ମାନଙ୍କ ଅଜବ ଗଜବ hair style ଦେଖିକି, ଆପଣମାନେ ହସି ହସି ଗଡି ଯିବେ।

ଆଗ କାଳ ରେ cricket ବହୁତ ସାଧାରଣ ଭାବେ ଖେଳା ଯାଉଥିଲା। ମାତ୍ର ଏବେ ଏଥିରେ glamour & fashion ଭରି ଯାଇଛି। cricketer ମାନେ ground ବାହାରେ ତ ଠିକ ମାତ୍ର ଭିତରେ ବି fashion କୁ ଛାଡ଼ନ୍ତି ନାହିଁ।

ଚାଲନ୍ତୁ ତାହାଲେ ଦେଖିବା କିଛି cricketer ଙ୍କ ଅଜବ hair style….

ବିରାଟ କୋହଲି- କୋହଲି ତାଙ୍କ tweeter ରେ ଏହି ଫୋଟୋ ପୋଷ୍ଟ କରିଥିଲେ ଆଉ ପ୍ରସିଦ୍ଧ କଳାକାର ହାଇର ବାବର ଅଲିମ ହାକିମ ଙ୍କ ପ୍ରଶଂସା କରି କି ଏହି hair style କୁ ବହୁତ ଭଲ କହିଥିଲେ।

ମହେନ୍ଦ୍ର ସିଂ ଧୋନି- ଧୋନି ଙ୍କ hair style କୁ ତ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ବି ପ୍ରଶଂସା କରିଥିଲେ, ଧୋନି IPL ଖେଇବା ବେଳେ ଏହି ପ୍ରକାର style କରିଥିଲେ।

ରୁସ୍ସେଲ- west indies ର ଏହି ଘାତକ ଖେଳାଳି ନିଜ ଖେଳ ଲାଗି କାମ ଆଉ hair style ପାଈଁ ଅଧିକ ପ୍ରସିଦ୍ଧ, ଲାଗୁଚି ସେ ଦାଢ଼ି କଲା ବେଳେ ଭୁଲ ରେ ଚୁଟି ବି କାଟି ଦେଲେ।

ହାର୍ଦିକ ପଣ୍ଡିଆ- ଭାରତ ର ନୂଆ all-rounder ଖେଳାଳି ହାର୍ଦିକ ଙ୍କ hair style ବି କାହାଠୁ କାମ ନାହିଁ। ସେ ନୂଆ ନୂଆ style ରେ ଦେଖା ଯାଆନ୍ତି।

ଇସାନ୍ତ ଶର୍ମା – ଭାରତ ର ଏହି ଖେଳାଳି ବହୁତ ଲମ୍ବା ଆଉ ତାଙ୍କ hair style ପାଈଁ ଦର୍ଶକ ମାନେ ତାଙ୍କ ମଜାକ କରନ୍ତି।

କ୍ରିଶଃ ଗେଲ- ବିଶ୍ୱ କ୍ରିକେଟ ର ପ୍ରସିଦ୍ଧ ଖେଳାଳି ଗେଲ , ତାଙ୍କ ଖେଳ ଆଉ ମଜାକିଆ style ପାଈଁ ଲୋକେ ତାଙ୍କୁ ଜାଣନ୍ତି। ତାଙ୍କ hair style ପାଇଁ ଲୋକମାନଙ୍କ ପ୍ରଶଂସା ର ପାତ୍ର ହେଇଛନ୍ତି।

ସୁନୀଲ ନାରଣ- west indies ର all-rounder ତାଙ୍କ ବିଛା ଭଳି hair style ପାଇଁ ପୁରା ଅଲଗା ଦେଖା ଯାଆନ୍ତି।

ମିଚେଲ ଜନସନ- ଅଷ୍ଟ୍ରେଲିଆ ର ଏହି ଖେଳାଳି ଙ୍କୁ ଦେଖିଲେ ଲାଗୁଚି ଯେମିତି କରେଣ୍ଟ ଲାଗି ଚୁଟି ସବୁ ଠିଆ ହେଇ ଯାଇଚି।

କର୍ଟର୍ଲି ଏମ୍ବ୍ରଶ – west indies ର ଏହି ପୁରୁଣା ଖେଳାଳି ଙ୍କ ହାଇର style ବି କାହାଠୁ କାମ ନୁହଁ।

ଲୋକେଶ ରାହୁଲ- ଭାରତ ର ଏହି ନୂଆ ଖେଳାଳି ତାଙ୍କ ହାଇର style ପାଇଁ ପ୍ରସିଦ୍ଧ।

Leave a Reply

Your email address will not be published. Required fields are marked *