IPL ଖେଳ ଭାରତର ଉତ୍ସବ ଭଳି ଲାଗେ,ପ୍ରତି ବର୍ଷ ନୂଆ ଖୁସି ନେଇକି ଆସେ । କୋଲକାତା ରେ ଗୁରୁବାର ଦିନ ହୋଇଥିବା Indian Premier League (IPL) 2020 ର ନିଲାମୀ ରେ ଏହି ଯୁବ ଖେଳାଳି ଙ୍କ ଭାଗ୍ୟ ବଦଳିଯାଇଛି । ଫ୍ରାଞ୍ଚାଇଜମାନେ ଏହି ଯୁବା ଙ୍କ ଉପରେ ଜମେଇକି ପଇସା ବର୍ଷେଇଛନ୍ତି । ନିଲାମୀ ପୂର୍ବରୁ ଏହି ଯୁବା ଖେଳାଳି ଙ୍କ ଉପରେ ଦୁନିଆ ର ନଜର ଥିଲା କି IPL 13ର auction ରେ ଫ୍ରାଞ୍ଚାଇଜ କେତେ ଟଙ୍କାରେ କିଣିବା ବୋଲି । କିନ୍ତୁ ବର୍ତମାନ ଏହା ସ୍ପଷ୍ଟ ହୋଇସାରିଛି, ତେବେ ଆସନ୍ତୁ ଜାଣିବା କେଉଁ ଦଳ ଏହି ଯୁବ ଖେଳାଳୀମାନଙ୍କୁ କେତେ ଟଙ୍କାରେ କିଣି ନିଜ ଦଳରେ ସାମିଲ କଲା ।
ୟାଶସ୍ତୀ ଜୟସବାଲ – ବିଜୟ ହଜାରେ ଟ୍ରଫିରେ ସେ ୨ଶତକ ମାରି ରୀତି ରାତି ଷ୍ଟାର ହେଇଗଲେ । ସମସ୍ତ ଙ୍କ ମୁଂହ ରେ ୧୭ ବର୍ଷର ୟାଶସ୍ତୀ ଜୟସବାଲ। ତାଙ୍କୁ ରାଜସ୍ତାନ ରୋୟାଲ ୨.୪୦ କୋଟି ରେ କିଣିଛି।
ପ୍ରିୟତମ ଗର୍ଗ – ଭାରତ ର ଅଣ୍ଡର ୧୯ ବର୍ଷ ର ଖେଳାଳି ଓ ସେ କ୍ୟାପ୍ଟିନ ମଧ୍ୟ ଥିଲେ। ଉତର ପ୍ରଦେଶ ର merath ର ବାସିନ୍ଦା । ତାଙ୍କୁ sunrise hydrabad ୧.୯୦ କିଟି ରେ କିଣିଛି ।
ବିରାଟ ସିଂ – ସେ ଝାରଖଣ୍ଡ ର ଖେଳାଳି । ତାଙ୍କୁ ୧.୯୦ କୋଟିରେ କୋଲକତା ନାଇଟ ରାଇଡର କିଣି ନିଜ ଦଳରେ ସାମିଲ କରିଛି ।
ରବି ବିରସଇ – ଏହି ଯୁବ ଖେଳାଳି ହେଉଛନ୍ତି ରାଜସ୍ତାନ, ସେ ରାତି ରାତି ଷ୍ଟାର ହେଇଗଲେ । ଏହି ୧୯ ବର୍ଷ ର ଖେଳାଳିକୁ କିଙ୍ଗସ ଇଲେଭେନ ପଞ୍ଜାବ ୨ କୋଟି ଟଙ୍କାରେ କିଣିଛି ।