ଏହି କୁକୁର ମାନଙ୍କ ଉପରେ କିଛି ଦେଶ ban କରିଛନ୍ତି।

ଲୋକମାନେ କୁକୁର ପାଳନ୍ତି ନିଜର ସୁରକ୍ଷା ପାଇଁ ଆଉ କିଛି ସ୍ଥାନ ରେ କୁକୁର ମାନଙ୍କୁ ପୋଲିସ ,CID ଆଉ crime branch ରେ ବି ସହାୟତା ପାଇଁ ପାଳିଥାନ୍ତି। ମାତ୍ର ଏମିତି ବି କିଛି ଦେଶ ଅଛନ୍ତି , କିଛି ହିଂସ୍ର କୁକୁର କୁ ପାଳିବା ମନା।

Pitbull terrier:

ଏହି କୁକୁର ବହୁତ ଆକ୍ରମକ ଆଉ ରାଗି ଅଟେ, ଏହାର ପ୍ରଜାତି କୁ ଜର୍ମାନୀ, ଡେନମାର୍କ, ଗ୍ରେଟ ବ୍ରିଟେନ ଅୟରଲଣ୍ଡ ଆଉ ଫ୍ରାନ୍ସ ରେ ପାଳିବା ସମୂର୍ଣ୍ଣ ଭାବେ ମନା। କାରଣ ଏହି କୁକୁର ରାଗିଗଲେ ମାଲିକ ବି କାବୁ କରିପାରେନି।

Stafford terrier:

ଏହି କୁକୁର ବି ଜର୍ମାନୀ, ଫ୍ରାନ୍ସ, ଅୟରଲଣ୍ଡ, ସ୍ପେନ ଆଉ ରୋମାନିଆ ରେ ନିଷେଧ ଅଟେ। ଏହି କୁକୁର ସାଧାରଣତଃ ପାରିବାରିକ ଅଟେ ମାତ୍ର ରାଗ ସମୟରେ ସେ ବହୁତ ଭୟଙ୍କର ହେଇଯାଏ।

Rottweiler puppy:

ଫ୍ରାନ୍ସ ଆଉ ସ୍ପେନ ରେ ଏହି କୁକୁର ପାଳିବା ନିଷେଧ ଅଟେ। ଏହି କୁକୁର ବହୁତ ଚଞ୍ଚଳ ଆଉ ନଜର ରଖିବାରେ ପାରଙ୍ଗମ ଅଟେ। ମାତ୍ର ବେଳେ ବେଳେ ଏହି କୁକୁର କୁ ସମ୍ଭାଳିବା ବହୁତ କଷ୍ଟ ହେଇଥାଏ ।

Akita inu:

ଅଧିକାଂଶ ଯାପାନ ରେ ଏହି ପ୍ରଜାତି ର କୁକୁର ମିଳେ। ସ୍ପେନ ଆଉ ଅୟରଲଣ୍ଡ ରେ ଏହି କୁକୁର କୁ ପାଳିବା ନିଷେଧ ଅଟେ। ସ୍ଵଭାବ ରୁ ବହୁତ ଆକ୍ରମକ ଆଉ ଖେଳିବା ପାଇଁ ଆଗ୍ରହ ରଖିଥାଏ। ମାତ୍ର ଖେଳ ଖେଳ ରେ କୋ ସମୟ ରେ ରାଗି ଯିବ କଳ୍ପନା କରି ହବନି। ଆମେରିକା ର ଗୋଟେ କ୍ଲବ ର କହିବା ଅନୁସାରେ ଏହି କୁକୁର ସହ ଛୋଟ ଛୁଆ ଜକୁ ଏକା ଛାଡିବା ଠିକ ନୁହେଁ।

Mastiff:

ଏହି ପ୍ରଜାତି ବହୁତ ପ୍ରକାର ହେଇଥାଏ। ଆଉ ସବୁ ଫ୍ରାନ୍ସ ରେ ପ୍ରତିବନ୍ଧ ଅଟେ। ଶାନ୍ତ ସ୍ଵଭାଵ ର ଏହି କୁକୁର ର ବହୁତ ଶକ୍ତି ଥାଏ, ଏମାନଙ୍କୁ ବୁଲେଇବା ସହଜ ନଥାଏ।

Leave a Reply