ଛୋଟ ଛୁଆ ମାତ୍ର ବହୁତ ଶକ୍ତିଶାଳୀ, କୋ body builder ରୁ କମ ନାହାନ୍ତି ଏହି ଛୁଆ ମାନେ…

ଆମ ଦୁନିଆ ରେ ଏମିତି ବି ଛୋଟ ପିଲା ମାନେ ଅଛନ୍ତି ଯିଏ ଦେଖିବାକୁ ବହୁତ ଶକ୍ତିଶାଳୀ। ବୟସ ଅନୁସାରେ ଶରୀର ବହୁତ ଶକ୍ତ। ଆସନ୍ତୁ ଦେଖିବା ଏମିତି କିଛି ଛୋଟ ପିଲାଙ୍କୁ…

Giuliano stroe: ଏହି ପିଲା ଦୁନିଆ ର ସବୁଠୁ ଶକ୍ତିଶାଳୀ ପିଲା। ମାତ୍ର 2 ବର୍ଷ ବୟସ ରେ stroe ବହୁତ ଗୁଡ଼ାଏ championship ଜିତିଥିଲେ। ଗିନିସ world record ରେ ବି stroe ଙ୍କ ନାଁ ଅଛି ଆଉ ସେ ଦୁନିଆ ର best gymnastic ଭିତରେ ଯାଆନ୍ତି।

Richard sandrak: Richard ନିଜ ବୟସର 3 ଗୁଣ ଭାରି ଓଜନ ବି ଉଠେଇ ପାରନ୍ତି। ସେ 6 ବର୍ଷ ବୟସ ରେ 82 କିଲୋ ଓଜନ ଉଠେଇଥିଲେ।

Liam hoekstra: ଏହି ସମୟରେ liam ଜଣ hokey team ର ଖେଳାଳି। ସେ ବହୁତ କମ ବୟସ ରେ ଭଲ body କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥିଲେ।

Leave a Reply

Your email address will not be published. Required fields are marked *