ଯଦି ଆପଣ ବି luck ଉପରେ ବିଶ୍ୱାସ କରୁନାହାନ୍ତି, ତାହାଲେ ଦେଖନ୍ତୁ କିଛି ଅସାଧାରଣ ଘଟଣା …

ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ କହନ୍ତି, ମୁ luck ଉପରେ ବିଶ୍ୱାସ କରୁନି। ଆଜି ଏମିତି କିଛି photos ଦେଖିବା ଯାହା ଦେଖିଲା ପରେ ଆପଣ ବି luck ଉପରେ ବିଶ୍ୱାସ କରିବେ।

 

1. ଛାତ ରେ ଲାଗୁଥିବା ଟିଣ ହଟାତ କାର ଭିତରେ ଆସି ପଶିଗଲା, ଟିକିଏ ବି ଏପଟ ସେପଟ ହେଇଥିଲେ କାର driver ବଂଚିନଥାନ୍ତା।

 

2. ଯଦି ଏହି ଗଛ ଗାଡି ଉପରେ ପଡ଼ିଥିଲେ , ହୁଏ ତ କିଏ ବି ବଂଚିନଥାନ୍ତା।

 

3. ଅଧିକାଂଶ ଯଦି mobile toilet ଭିତରେ ପଡେ ତ ସିଧା ହେଇ ପଡେ, ମାତ୍ର ଦେଖନ୍ତୁ mobile toilet ରେ ଅଟକି ଯାଇଛି।

 

4. ଅଧିକାଂଶ ସମୟ ଏମିତି ଦୁର୍ଘଟଣା ହେଲେ, car କୁ ବହୁତ କ୍ଷତି ହେଇଥାଏ। ମାତ୍ର ଏତେ ବଡ ଦୁର୍ଘଟଣାରେ ବି car କୁ କିଛି ହେଇନି।

 

5. ଏହି photo ଦେଖିଲେ ଜାଣିପାରିବେ କି ଏହି ଲୋକୋ ଠାରୁ ଅଧିକ lucky କିଏ ବି ହେଇନଥିବ।

Leave a Reply

Your email address will not be published. Required fields are marked *