ପୁଅ 3 ଫୁଟ ର ଆଉ ଝିଅ 3.5 ଫୁଟ, ଏମାନଙ୍କ ବାହାଘର ର ଫୋଟ ସବୁ ସୋସିଆଲ ମେଡିଆ ରେ viral ହଉଚି, ଦେଖନ୍ତୁ ପୋଷ୍ଟ କୁ click କରି।

ଆପଣ ମାନେ ଜୀବନ ରେ ବହୁତ ବାହାଘର ଦେଖିଥିବେ, ଆଉ ଯାଇଥିବେ ବି। ମାତ୍ର ଆଜି ଆମେ ଆପଣଙ୍କୁ ଏମିତି ଏକ ବାହାଘର କଥା କହିବୁ ଯାହା ଏବେ ସୋସିଆଲ ମେଡିଆ ରେ ଅଧିକ ପ୍ରସିଦ୍ଧ ଅଛି।

 

ଏହି ଖାସ ଯୋଡି ହେଲା ଉତର ପ୍ରଦେଶ ବାଲିଆ ଜିଲ୍ଲା ର। 3 ଫୁଟ ର ପୁଅ କୁ 3.5 ଫୁଟ ର ଝିଅ ବାହା ହେଲା।

Tileswarnath ମନ୍ଦିର ରେ ଏମାନଙ୍କ ବାହାଘର ହସ ଖୁସି ରେ ସରିଲା। ଏହି ଯୋଡି ସହ ଲୋକେ ବହୁତ ଫୋଟୋ ନେଲେ। ଆଖ ପାଖ ଗାଁ ରେ ଏହି ବାହାଘର ଚର୍ଚା ର ବିସୟ ହେଲା

Leave a Reply