ଏମିତି ହି କିଛି ସ୍ଥାନ କଥା ଆଜି ଆମେ କହିବାକୁ ଯାଉଛୁ। ଏହି ସ୍ଥାନ ମାନ ଙ୍କୁ ଖାଲି ଅନ୍ୟ ଦେଶର ଲୋକେ ହି ଯାଇ ପାରିବେ।
- Freekasol cafe:
ଗରମ ଦିନେ ଛୁଟି ରେ ବୁଲିବାକୁ, ହିମାଂଚଳ ସମସ୍ତ ସ୍ଥାନ ରୁ ଅଧିକ ଭଲ ଅଟେ। ବହୁତ ଲୋକ ଏହି ବିଷୟରେ ଜାଣି ନାହାନ୍ତି କି ଗୋଟେ ଏମିତି ରେଷ୍ଟୁରାଣ୍ଟ ଅଛି ,ଯାହା ଭିତରକୁ ଭାରତୀୟ ମାନଙ୍କୁ ଯିବାକୁ ମନା। ଏହି ରେଷ୍ଟୁରାଣ୍ଟ ନାଁ freekasol cafe. ଏହି ସ୍ଥାନ ରେ ଅଧିକ ସଂଖ୍ୟା ରେ ଇଜରାଇଲ ର ଲୋକମାନେ ଛୁଟି ରେ ଆସନ୍ତି।
- Anjan hotel.
ଭାରତ ର ଚେନ୍ନାଇ ରେ ଥିବା ଗୋଟେ ହୋଟେଲ ର କୌଣସି ନାଁ ନଥିବା ରୁ ସେ ହୋଟେଲ କୁ ଅଂଜାନ ହୋଟେଲ କୁହାଯାଉଛି। ସ୍ଥାନୀୟ ଲୋକମାନଙ୍କ ଅନୁସାରେ, ଏହି ହୋଟେଲ ଭିତରକୁ ଏଣ୍ଟ୍ରି ବିଦେଶୀ ପାସପୋର୍ଟ ଥିଲେ ହିଁ ହୁଏ।
- Uno-in hotel-
ଏହି ହୋଟେଲ banglore ରେ ଅଛି। ବର୍ତମାନ ଏହି ହୋଟେଲ କୁ banglore city corporation ବନ୍ଦ କରି ଦେଇଛି। ଖବର ଅନୁସାରେ, ଏହି ହୋଟେଲ ଭିତରକୁ ଖାଲି ଜାପାନୀ ମାନଙ୍କୁ ଏଣ୍ଟ୍ରି ଦିଆଯାଏ।
- Foreigners onoly beach goa:
Goa ର ଏହି ସମୁଦ୍ର ତଟ କୁ କେବଳ ବିଦେଶୀ ଲୋକ ହି ଯାଇ ପାରିବେ। ଭାରତୀୟ ମାନଙ୍କ ପାଈଁ ban ଅଛି ଏହି ସ୍ଥାନ।
- Pondicherry beach:
ଏହି beach Pondicherry ରେ ଅଛି। ଏଠାକୁ ସମସ୍ତଙ୍କ ଠୁ ଅଧିକ ଫ୍ରାନ୍ସ ର ଲୋକେ ଆସନ୍ତି। ଭାରତୀୟ ଲୋକମାନଙ୍କୁ ଯିବା ମନା।