ଦିଶା ଙ୍କ ଏମିତି ଏକ ମନ୍ତ୍ୟବ୍ୟ ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି।

ବଲିଉଡ ଜଗତର ର ବହୁ ଚର୍ଚିତ ଯୋଡି ଟାଇଗର ସରାଫ ଏବଂ ଦିଶା ପଟାଣି ଙ୍କ ସମ୍ପର୍କ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାକୁ ଲାଗୁଚି। ଦୁଇ ଜଣ ବଲିଉଡ ତାରକା ଙ୍କୁ ଅଧିକାଂଶ ସମୟ ବହୁତ ବିଜ୍ଞାପନ ରେ ଏକାଠି ଦେଖିବାକୁ ମିଳିଛି ଏବଂ ଏହା ସହ ବହୁତ ଚଳଚିତ୍ର ରେ ମଧ୍ୟ ଦେଖିବାକୁ ମିଳିଛି ।

ଏହି ଦୁଇ ଫିଲ୍ମ ଷ୍ଟାର ତାଙ୍କର ବ୍ୟକ୍ତିଗତ ସମ୍ପର୍କ ପବ୍ଲିକ ରେ ଘୋଷଣା ଏବେଯାଏଁ କରି ନାହାନ୍ତି ସତ କିନ୍ତୁ ଏହି ଭାଲେଣ୍ଟାଇନ ଦିନ ରେ ଦିଶା ଏବଂ ଟାଇଗର ଦୁହେଁ ନିଜ ନିଜ ସୋସିଆଲ ସାଇଡ ଇଂସ୍ଟଗ୍ରାମ ରେ ଏକ ପ୍ରକାର ଷ୍ଟାଇଲ ରେ ପୋଷ୍ଟ କରିଛନ୍ତି ଯାହା ଏବେ ସୋସିଆଲ ସାଇଡ ରେ ଭାଇରଏଲ ହେବାକୁ ଲାଗିଛି।

ଏହି ଫୋଟୋ ରେ ଦିଶା ନିଜ କମେନ୍ଟ କରି ଲେଖିଛନ୍ତି ଯେ, “କିଏ ଜଣେ ମୋତେ ପଚାରିଲେ ଆଉ ମୁ ହଁ କରିଦେଲି ” ଏହି ମାନ୍ତ୍ଵାବ ଏବେ ସୋସିଆଲ ମିଡିଆରେ ଭାଇରଏଲ ହେବାକୁ ଲାଗିଛି ଏବଂ ସୋସିଆଲ ମିଡ଼ିଆ ସୂତ୍ର ରୁ ଏହା ବି ଶୁଣିବାକୁ ମିଳୁଛି ଯେ ଏହି ଦୁଇ ଜଣ ଭାଲେଣ୍ଟାଇନ ଦିନ ଅବସର ରେ ନିଜ ନିଜ ପ୍ରେମ କୁ ସ୍ବୀକାର କରିବା ଅନୁମାନ କରାଯାଉଛି

Leave a Reply