ଆପଣ ମାନେ ବହୁତ ଦେଶ ର ନାମ ଜାଣିଛନ୍ତି । ଯଦି କେହି ଆପଣ ଙ୍କୁ ପଚାରେ ଯେ ଦେଶ ର ନାମ କୁହ ତ ଆପଣ ମାନେ ମୁଖ୍ଯ ଦେଶ ଗୁଡିକ ର ନାମ କହିଦେବେ । କିନ୍ତୁ ଆଜି ଏମିତି ଏକ ଦେଶ ବିଷୟ ରେ କହିବାକୁ ଯାଉଛୁ ହୁଏତ ଆପଣ ମାନେ ସେ ଦେଶ ବିଷୟ ରେ ଜାଣି ନଥିବେ।
ବନ୍ଧୁଗଣ ଆଜି ଆମେ ଯେଉଁ ଦେଶ ବିଷୟ ରେ କହିବାକୁ ଯାଉଛୁ ସେଇଟି ଦୁନିଆ ର ସବୁ ଠାରୁ ଛୋଟ ଦେଶ ବୋଲି ଜଣାଯାଏ। ଏଇ ଦେଶ ର ଅବଧି ଜାଣିଲେ ଆପଣ ମାନେ ଆଶ୍ଚର୍ଯ ହୋଇଯିବେ। ଏହି ଦେଶ ର ନାମ ସିଲାଣ୍ଡ (Sealand) ଓ ଏହି ଦେଶ ର ଲୋକ ସଂଖ୍ଯା ୨୭।
ଏହି ଦେଶ ଇଂଲଣ୍ତ ଅଧିନ ରେ ଅବସ୍ଥିତ। ସମୁଦ୍ର କୂଳ ରୁ ୧୦ କି.ମି. ଦୂର ରେ ଅବସ୍ଥିତ । ମାନାଯାଏ କି ଏହି ଦେଶ ଟା ଦ୍ବିତୀୟ ବିଶ୍ବଯୁଧ୍ଯ ସମୟ ରେ ସ୍ଥାପିତ ହୋଇଥିଲା। ୯ ଅକ୍ଟୋବର ୨୦୧୨ ରେ ବେଟ୍ଶ ନାମକ ଜଣେ ବ୍ଯକ୍ତି ନିଜକୁ ସେହି ଦେଶ ର ରାଜା ବୋଲି ଘୋଷଣା କଲେ। ସେହି ଦେଶ ର ଆୟତନ ମଧ୍ଯ ବହୁତ କମ୍।
ବର୍ତମାନ ବେଟ୍ଶ ଙ୍କ ପୁଅ ସେହି ଦେଶ ର ରାଜା ଅଛନ୍ତି। ଆପଣମାନେ ଆଉ ଗୋଟେ କଥା ବି ଜାଣି ରଖନ୍ତୁ କି ସେହି ଦେଶ ରେ ଇଣ୍ଟରନେଟ ର ସୁବିଧା ନାହିଁ। ଅନ୍ତରାଷ୍ଟ୍ରିୟ ଦେଶ ର ମାନ୍ଯତା ନ ମିଳି ଥିଲେ ବି ଇଂଲଣ୍ତ ସେହି ଦେଶ କୁ ସମର୍ଥନ କରେ।