ଲୋକସଭା ରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଚାଲିଥିବା କଥା ବାର୍ତା ସମୟରେ ଏମିତି କିଛି ହେଲା, ଯାହା କିଏ ବି ଭାବି ନଥିଲା। ପ୍ରଧାନମନ୍ତ୍ରୀ ମୋଦି ଙ୍କ ଉପରେ ସ୍ପିଚ ଦେଲା ପରେ ରହୁଲ ଗାନ୍ଧୀ ନିଜକୁ ପପୁ କହିଲେ ତାପରେ ସେ ନିଜେ ଯାଇ ମୋଦି କୁ ଆଲିଙ୍ଗନ କଲେ। ତାପରେ ଦେଖୁ ଦେଖୁ ସୋସିଆଲ ମିଡିଆ ରେ ରହୁଲ ଗାନ୍ଧୀ ଙ୍କ ଯାଦୁ ର ଝପି ଭାଇରଲ ହେଇଗଲା।
କିଛି ଲୋକେ ତ ରହୁଲ ଙ୍କ ଏହି ସ୍ଵଭାଵ କୁ ପ୍ରସଂସା କଲେ ତ ବହୁତ ଲୋକେ ମଜା ଉଡେଇଲେ। ଟ୍ୱିଟର ରେ ଏହାକୁ #NoConfidanceMotion ଆଉ ରହୁଲ ଗାନ୍ଧୀ କୁ ଖୁବ ଟ୍ରେଡ଼ କରୁଛନ୍ତି।
କିଛି ଲୋକେ ତ ଟ୍ୱିଟର ରେ ଏହି ଦିନ କୁ “ହଗ ଡେ” ଘୋଷଣା କରିଦେଲେ। ଆଉ କିଛି ଲୋକ ରହୁଲ ଙ୍କ ଯାଦୁ ର ଝପି କୁ ମୁନା ଭାଇ MBBS ର ଝପି ସହ ତୁଳନା କଲେ। ଆଉ କିଛି ପ୍ରିୟା ପ୍ରକାଶ ସହ ରହୁଲ ଙ୍କ ଆଖି ମାରିବା ତୁଳନା କଲେ।
ଏହି ସମୟରେ ଲୋକସଭା ରେ ପ୍ରଧାନାମନ୍ତ୍ରୀ ମୋଦି ଙ୍କ ସରକାର ବିପକ୍ଷରେ ଅବିଶ୍ୱାସ ପ୍ରସ୍ତାବ ଉପରେ ବାର୍ତାଳାପ ଚାଲିଛି। ଏହି ବାର୍ତାଳାପ ର ଆରମ୍ଭ TDP ର ଜୟଦେବ ଗଲା ର ଭାଷଣ ରୁ ଆରମ୍ଭ ହେଇଥିଲା, ଯିଏ ଅବିଶ୍ୱାସ ପ୍ରସ୍ତାବ ରଖିଥିଲେ। ଏହା ପରେ ରହୁଲ ଗାନ୍ଧୀ ନିଜ ଭାଷଣ ଦ୍ୱାରା ପ୍ରଧାନମନ୍ତ୍ରୀ ଙ୍କୁ ଆକ୍ରମଣ କରିଥିଲେ।
ରହୁଲ ଗାନ୍ଧୀ କହିଲେ, ଆପଣ ମୋତେ ଗଲି ଦେଇ ପାରିବେ, ପପୁ କହିପାରିବେ ମାତ୍ର ମୁ ଆପଣଙ୍କୁ ଘୃଣା କରିବିନି। ମୁ ଆପଣଙ୍କ ଭିତରୁ ଏହି ଘୃଣା ଭାବ କୁ କାଢି ତାକୁ ପ୍ରେମ ରେ ବଦଳେଇ ଦେବି, ମୁ ଜଣେ କଂଗ୍ରେସ।