ଭାରତ ଗ୍ରସ୍ତରେ ଅଷ୍ଟ୍ରେଲିଆ କ୍ରିକେଟ,ଜାଣନ୍ତୁ କେବେ ଓ କେଉଁଠାରେ ଖେଳାଯିବ ମ୍ୟାଚ ଦେଖନ୍ତୁ ଦୁଇ ଦଳର ୧୫ ଜଣିଆ ଖେଳାଳି

ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଘରୋଇ ମାଟିରେ ଆସନ୍ତା ଜାନୁଆରି 14ରୁ ମୁମ୍ବାଇ ର ଗ୍ରାଉଣ୍ଡ ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିପକ୍ଷୀୟ ODI ମ୍ୟାଚ ବିଶିଷ୍ଟ ସିରିଜ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ନିଜ 14ଜଣ ସଦସ୍ୟ ଟିମ ର ଘୋଷଣା କରିଦେଇଛି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ବୁମରାଙ୍କୁ ଚୟନ କରିଛି। ତେବେ ଭାରତୀୟ ଓପନର ରୋହିତ ଶର୍ମାଙ୍କୁ ଟି-୨୦ ଲାଗି ବିଶ୍ରାମ ଦିଆଯାଇଛି। ସବୁଠୁ ବଡ଼ କଥା ଆଘାତ ସମସ୍ୟାରୁ ମୁକୁଳିଥିବା ଶିଖର ଧାଓ୍ଵନ ଦିନିକିଆ ଓ ଟି-୨୦ ଦଳକୁ ଫେରିଛନ୍ତି।

ଆଜି ଆମେ ଆପଣଙ୍କୁ ଏହି ଆର୍ଟିକଲ ରେ ଅଷ୍ଟ୍ରେଲିଆ ର ଟିମ ତଥା ଭାରତ ର ସମ୍ଭାବିତ 15ଜଣ ସଦସ୍ୟ ର ଟିମ ବିଷୟ ରେ କହିବୁ, ଯାହାକୁ ଅଷ୍ଟ୍ରେଲିଆ ବିରୁଦ୍ଧ ରେ ଖେଳିବା ପାଇଁ ଚୟନ କରାଯାଇଛି । ଅଷ୍ଟ୍ରେଲିଆ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବାକୁ ଭାରତ ଗସ୍ତରେ ଆସିବ। ସେହଭଳି ଭୁବନେଶ୍ୱର କୁମାରଙ୍କୁ ଉଭୟ ସିରିଜରୁ ବାଦ୍ ଦିଆଯାଇଛି। ଏହାଛଡା ଆହତ ହୋଇ ଦଳରୁ ବାଦ୍ ପଡିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇନାହିଁ।

ଅଷ୍ଟ୍ରେଲିଆ ବିରୁଦ୍ଧ ରେ ଟିମ ଇଣ୍ଡିଆ ର କାର୍ଯ୍ୟକ୍ରମ :-
ପ୍ରଥମ ODI ମ୍ୟାଚ – 14 ଜାନୁଆରୀ – ମୁମ୍ବାଇ
ଦ୍ୱିତୀୟ ODI ମ୍ୟାଚ -17 ଜାନୁଆରୀ – ରାଜକୋଟ
ତୃତୀୟ ODI ମ୍ୟାଚ -19 ଜାନୁଆରୀ- ବେଙ୍ଗଲୋର

ଭାରତ ର ଅଷ୍ଟ୍ରେଲିଆ ବିରୁଦ୍ଧ ରେ ସମ୍ଭାବିତ 15ଜଣ ସଦସ୍ୟ ର ଟିମ :- ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଲାଗି ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ), ଶିଖର ଧାଓ୍ଵନ, ରୋହିତ ଶର୍ମା, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ଋଷଭ ପନ୍ତ, କେଦାର ଯାଦବ, ଶିବମ ଦୁବେ, ରବିନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର।

ଅଷ୍ଟ୍ରେଲିଆ ର 14ଜଣ ସଦସ୍ୟ ର ଟିମ :- ଅଷ୍ଟ୍ରେଲିଆ ଟିମ :- ଫିଞ୍ଚ (ଅଧିନାୟକ),ସିଏନ ଆବୋଟ,ଅଷ୍ଟୋନ ଅଗର,ଅଲେକ୍ସ କ୍ୟାର୍ରିଏ,ପେଟ କ୍ୟୁମ୍ମିନ୍ସ,ପେଟର ହଣ୍ଡ୍ସକମ୍ବ,ଜୋଶ ହାଜ଼ଲେବୂଡ଼,ମରଣୁଷ ଲେବୁସଚେନ,କେନ ରୀଚାର୍ଡସନ,ଷ୍ଟିଭ ସ୍ମିଥ, ମିଚେଲ ଷ୍ଟ୍ରକ,ଅଷ୍ଟୋନ ଟର୍ଣ୍ରର,ଡେଭିଡ ବର୍ନେର,ଆଡ଼ମ ଜ଼ମ୍ପା ।

Leave a Reply