ଋଷଭ ପନ୍ତ ଓ ଶ୍ରେୟସ ଅୟରଙ୍କ ODI ରେ ଦେଖନ୍ତୁ ଦୁହିଁଙ୍କ ମ୍ୟାଚ ଲିଷ୍ଟ ଓ ରେକର୍ଡ ଏବଂ କିଏ ଭଲ ଖେଳାଳି

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ODI ମ୍ୟାଚ କୁ ୱେଷ୍ଟଇଣ୍ଡିଜ 8 ଵିକେଟ ରେ ଜିତିଥିଲା । ଏହି ମ୍ୟାଚ ରେ ଭାରତ ତରଫ ରୁ ଋଷଭ ପନ୍ତ 69 ବଲ ରେ 71 ରନ ଓ ଶ୍ରେୟସ ଅୟର 88 ବଲ ରେ 70 ରନ ବଣେଇଥିଲେ । ଋଷଭ ପନ୍ତ ଓ ଶ୍ରେୟସ ଅୟର ODI କ୍ରିକେଟ ରେ ବର୍ତମାନ ପର୍ଯ୍ୟନ୍ତ ପାଖାପାଖି ବରାବର ମ୍ୟାଚ ଖେଳିଛନ୍ତି । ଆଜି ଆମେ figures ଅନୁସାରେ ଜାଣିବା କି ଏହି 2ଜଣ ଙ୍କ ମଧ୍ୟରୁ କିଏ ODI କ୍ରିକେଟ ର ସବୁଠୁ ଖତରନାକ ବ୍ୟାଟ୍ସମେନ ।

ODI କ୍ରିକେଟ ରେ ଶ୍ରେୟସ ଅୟର ଙ୍କ figures :-

25 ବର୍ଷ ର ଭାରତ ର ଯୁବ ବ୍ୟାଟ୍ସମେନ ଶ୍ରେୟସ ଅୟର ବର୍ତମାନ ପର୍ଯ୍ୟନ୍ତ 10ଟି ODI ମ୍ୟାଚ ଖେଳିଛନ୍ତି । ସେ 8ଟି ପାଳି ରେ 52.00 ର Average ଓ 100.24 ର Strike Rate ରେ 416 ରନ ବନେଇଛନ୍ତି । ଏହି ସମୟ ରେ ସେ 5ଟି ଅର୍ଦ୍ଧଶତକ କରିଛନ୍ତି ଓ ତାଙ୍କର ସର୍ବାଧିକ ସ୍କୋର ହେଉଛି 88 ରନ ।

ODI କ୍ରିକେଟ ରେ ଋଷଭ ପନ୍ତ ଙ୍କ figures :-

22 ବର୍ଷ ର ଭାରତ ର ଯୁବ ଵିକେଟ କିପର ବ୍ୟାଟ୍ସମେନ ଋଷଭ ପନ୍ତ ବର୍ତମାନ ପର୍ଯ୍ୟନ୍ତ 13ଟି ODI ମ୍ୟାଚ ଖେଳିଛନ୍ତି । ସେ 11ଟି ପାଳି ରେ 27.27 ର Average ଓ 98.03 ର Strike Rate ରେ 300 ରନ ବନେଇଛନ୍ତି । ଏହି ସମୟ ରେ ସେ 1ଟି ଅର୍ଦ୍ଧଶତକ କରିଛନ୍ତି ଓ ତାଙ୍କର ସର୍ବାଧିକ ସ୍କୋର ହେଉଛି 71 ରନ ।

Leave a Reply