ଚଳିତ ବିଶ୍ୱକପ୍‌ ରେ ଅଷ୍ଟ୍ରେଲିଆ ଓ ଭାରତ କୁ ପୁରସ୍କାର ଦିଆଯାଇଥିବା ଟଙ୍କା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଆୟୋଜକ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ ରେ ଭାରତ କୁ ଅଷ୍ଟ୍ରେଲିଆ ଦଳ ବୃହତ୍‌ ୮୫ ରନରେ ହରେଇ ପଞ୍ଚମ ଥର ପାଇଁ ବିଶ୍ୱ କପ ବିଜୟୀ ହୋଇଥିଲା ।

ବିଶ୍ୱ କପ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ ଦଳ କୁ ପରସ୍କାର ସ୍ୱରୂପ ୨୦୧୮ ମସିହାରେ ଦିଆଯାଇଥିବା ପୁରସ୍କାର ରାଶି ଠାରୁ ପାଞ୍ଚ ଗୁଣା ଅଧିକା ଥିଲା,ଅର୍ଥାତ ୧ ମିଲିୟନ ଦଳର ଭାରତୀୟ ମୁଦ୍ରା ହିସାବରେ ୭.୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ।

ଏବଂ ବିଶ୍ୱକପ୍‌ ଫାଇନାଲ ମ୍ୟାଚ ରେ ପରାଜିତ ହୋଇଥିବା ଭାରତୀୟ ଦଳ କୁ ୫୦୦,୦୦୦ ମିଲିୟନ ବା ଭାରତୀୟ ମୁଦ୍ରା ହିସାବରେ ୩.୭ କୋଟି ଟଙ୍କା ପ୍ରଦାନ କରାଯାଇଥିଲା, ଏହି ବର୍ଷ ବିଶ୍ୱକପ ରେ ସମସ୍ତ ପୁରସ୍କାର ରାଶି ୨୦୧୮ ମସିହା ଅପେକ୍ଷା ୩୨୦ ପ୍ରତିଶତ ବୃଦ୍ଧି କରାଯାଇଥିବା ର ଜଣାପଡିଛି ।

Leave a Reply