ମୋଟା ଅଙ୍କର ଅର୍ଥରାଶି ପାଇବା ପରେ ଅସୁନ୍ଦର ଚେହେରା ରୁ ହ୍ୟାଣ୍ଡସମ ହୋଇ ଯାଇଛନ୍ତି ଏହି ଖେଳାଳି ମାନେ, ନମ୍ବର ୧ ଅବିଶ୍ୱାସନୀୟ..

ମଣିଷ କେବେ ଅସୁନ୍ଦର ହୋଇନଥାଏ ବରଂ ଗରିବ ହୋଇଥାନ୍ତି ବୋଲି ପ୍ରମାଣ କରିଛନ୍ତି ଭାରତର ଏହି ଖେଳାଳି ମାନେ ଏବଂ ପଇସା ମଣିଷ କୁ ବହୁତ ସୌଂଧର୍ଯ୍ୟ ପୂର୍ଣ୍ଣ କରିଦିଏ ବୋଲି ପ୍ରମାଣ ମଧ୍ୟ କରିଛନ୍ତି ଏହି ଖେଳାଳିମାନେ। ଏହି କ୍ରିକେଟର ଙ୍କ ଛବି କୁ ଦେଖିଲେ ଆପଣ ମଧ୍ୟ ଏହା ହିଁ କହିବେ । ଆଜି ମୁ ଆପଣଙ୍କୁ ଏମିତି ଜଣେ ଖେଳାଳି ଙ୍କ ବିଷୟରେ ଜଣେଇବାକୁ ଯାଉଛି ଯାହାଙ୍କର କି ଅତ୍ୟଧିକ ଧନ ଅର୍ଜନ ପରେ ସୌନ୍ଦର୍ଯ୍ୟ ରେ ପରିବର୍ତନ ଆସିଛି ।

ରବୀନ୍ଦ୍ର ଜାଡେଜା

ରବୀନ୍ଦ୍ର ଜାଡେଜା ନିଜର ଘାତକ ଓ ପ୍ରଶଂସନୀୟ ଖେଳ ଯୋଗୁଁ ସେ ବହୁତ ଖ୍ୟାତି ଅର୍ଜନ କରୁଛନ୍ତି । ପିଲା ବେଳରୁ ସେ ବହୁତ ଗରିବ ଥିଲେ ଓ ସେତେ ସ୍ମାର୍ଟ ମଧ୍ୟ ନ ଥିଲେ । ଟଙ୍କା ଅର୍ଜନ କରିବା ମାତ୍ରେ ତାଙ୍କ ଜୀବନ ଶୈଳୀ ରେ ବହୁତ ପରିବର୍ତ୍ତନ ଆସିଛି ।

ବିରାଟ କୋହଲି

କ୍ରିକେଟ ଜଗତ ର ସର୍ବ ଶ୍ରେଷ୍ଠ ଖେଳାଳି ଭାବରେ ଜଣାଶୁଣା ବିରାଟ କୋହଲି ତାଙ୍କ କ୍ରିକେଟ କ୍ୟାରିଅର ଆରମ୍ଭ ରୁ ସେତେ ସ୍ଵାସ୍ତ୍ୟ ବାନ କି ହ୍ୟାଣ୍ଡସମ ନଥିଲେ। କିନ୍ତୁ ସମୟକ୍ରମେ ବଦଳି ଯାଇଛନ୍ତି ଏବଂ ଅଗଠାରୁ ବହୁତ ହ୍ୟାଣ୍ଡସମ ମଧ୍ୟ ଦେଖାଯାଉଛନ୍ତି ।

ହାର୍ଦିକ ଓ କୁର୍ଣ୍ଣଲ ପାଣ୍ଡିଆ

ଆପଣ ଜାଣିଥିବେ ଭାରତୀୟ ଟିମ ର ଅଲ୍ରାଉଣ୍ଡର ଖେଳାଳି ହାର୍ଦିକ ଓ କୁର୍ଣ୍ଣଲ ପାଣ୍ଡିଆ ପୂର୍ବରୁ ଏମିତି ହ୍ୟାଣ୍ଡସମ ଦେଖାଯାଉନଥିଲେ କିନ୍ତୁ ଯେମିତି ଦିନ ପରେ ଦିନ ବଢି ଚାଲିଲା ଓ ତାଙ୍କ କେରିୟର ରେ ସେମିତି ପଇସା ପରେ ପଇସା ଆସିବାକୁ ଲାଗିଲା ଏବଂ

ସେ ଆଇପିଏଲ ରୁ ମୋଟା ଅଙ୍କର ଦରମା ସହ ବିଭିନ୍ନ ପ୍ରକାର ଟିଭି ପ୍ରମୋସନ ଓ ବିଭିନ କମ୍ପାନୀର ଆମ୍ବାସଡର ଭାବରେ କାର୍ଯ୍ୟ କରିବା ପରେ ଦିନକୁ ଦିନ ମୋଟା ଅଙ୍କର ଅର୍ଥ ରାଶି ମଧ୍ୟ ପାଉଛନ୍ତି । ଏବଂ ପଇସା ଆସିବା ପରେ ତାଙ୍କ ମଧ୍ୟରେ ବହୁତ ପରିବର୍ତନ ମଧ୍ୟ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *