ଏହି ଗାଁରେ ୨୭ ବର୍ଷ ହେବ ଆସିନାହାନ୍ତି କୌଣସି ପୁରୁଷ, ତଥାପି ମହିଳାମାନେ ହେଉଛନ୍ତି ଗର୍ଭବତୀ ।

ଦୁନିଆରେ ଏମିତି କେତେ ଗାଁ ଅଛି, ଯାହା ରହସ୍ୟଭରା କାହାଣୀରେ ଭର୍ତି ଅଛି । ଏମିତି ଗୋଟେ ଗାଁ ଅଛି, ଯେଉଁଠାରେ ଗତ ୨୭ ବର୍ଷ ହେବ ଗୋଟେ ଭି ପୁରୁଷ ଆସିନି କିନ୍ତୁ ସବୁ ମାସରେ ଏହି ଗାଁରେ କୌଣସି ନ କୌଣସି ମହିଳା ନିଶ୍ଚୟ ଗର୍ଭବତୀ ହୋଇଯାଉଛନ୍ତି ଅଥବା କୌଣସି ଗର୍ଭବତୀ ମହିଳାର ପ୍ରସବ ହୋଇଯାଉଛି । ଏମିତିରେ ପ୍ରଶ୍ନ ଉଠୁଛି କି ମହିଳାମାନେ ଗର୍ଭବତୀ ହେଉଛନ୍ତି କେମିତି ।

ଚାରିପଟେ କଣ୍ଟାର ଫେସିଙ୍ଗ ଭିତରେ ଥିବା ଏହି ଗାଁ କେନୟାର ସମାରୁ ଉମୋଜା ଗାଁ ଅଟେ । ଏହି ଗାଁ ଦୁନିଆର ଗୋଟେ ଏମିତି ଗାଁ ଯେଉଁଠାରେ ପୁରୁଷଙ୍କର ପ୍ରବେଶ ନିଷେଧ ଅଟେ । ଗତ ୨୭ ବର୍ଷ ହେବ ଏଠାରେ ଖାଲି ମହିଳାମାନେ ରହୁଛନ୍ତି । ଏହି ଗାଁକୁ ଏହି ମହିଳାମାନଙ୍କ ପାଇଁ ବଛା ଯାଇଥିଲା ଯେଉଁମାନେ ବ୍ରିଟିଶ ସୈନ୍ୟଙ୍କ ଦ୍ୱାରା ରେପରେ ପୀଡିତ ଅଛନ୍ତି । ୧୯୯୦ ପରେ ଏହି ଗାଁ ଏହିପରି ମହିଳାମାନଙ୍କର ଠିକଣା ହୋଇଗଲା ।

ଏବେ ଏହି ଗାଁରେ ସେହି ମହିଳାମାନେ ରହୁଛନ୍ତି ଯେଉଁମାନେ ବାଲ ବିବାହ, ଘର ହିଂସା, ରେପ ଓ କେତେ ପ୍ରକାର ପୀଡିତା ରହୁଛନ୍ତି । ଏହି ଗାଁରେ ସବୁ ପ୍ରକାରର ପାଖାପାଖି ୨୫୦ଜଣ ମହିଳା ରହୁଛନ୍ତି ଓ ତାଙ୍କ ସହିତ ତାଙ୍କର ପିଲାମାନେ ମଧ୍ୟ ରହୁଛନ୍ତି । ଏହି ମହିଳାମାନେ ଗାଁରେ ସ୍କୁଲ, ହସ୍ପିଟାଲ ଓ ନେସନାଲ ପାର୍କ ଚଳାଉଛନ୍ତି । ଗାଁରେ ରହୁଥିବା ସବୁ ମହିଳାମାନେ ଆତ୍ମନିର୍ଭର ଅଟନ୍ତି । କିଛି ଟୁରିଷ୍ଟଙ୍କୁ ବୁଲେଇବାର କାମ କରୁଛନ୍ତି ତା କିଛି ସଫାରୀକୁ ନେଇଯିବାରେ ଏକ୍ସପଟ ଅଛନ୍ତି ।

ଗାଁରେ ପ୍ରବେଶ କରିବା ପାଇଁ ଏଣ୍ଟ୍ରି ଫିସ ନେଉଛନ୍ତି । ଏହି ଫଣ୍ଡରୁ ଗାଁର ଖର୍ଚ ହୁଏ । ଗାଁରେ ପୁରୁଷର ପ୍ରବେଶ ନିଷେଧ ଅଟେ, ଏଥିପାଇଁ ମହିଳାମାନେ ଗାଁରୁ ବାହାରକୁ ଯାଇ ନିଜର ପସନ୍ଦିତା ପୁରୁଷ ସହିତ ସେକ୍ସ ସମ୍ବନ୍ଧ ବନେଇଥାନ୍ତି । ଏମିତିରେ ଏହି ସମସ୍ୟା ଜଣାପଡୁନଥିଲା କି ଶେଷରେ ମହିଳାମାନେ କେମିତି ଗର୍ଭବତୀ ହେଉଛନ୍ତି । ପରେ କିଛି ମହିଳାମାନେ ସ୍ୱୀକାର କଲେ କି ଗାଁରୁ ବାହାରକୁ ଯାଇ ସେମାନେ ନିଜ ଇଛାରେ ସମ୍ବନ୍ଧ ବନେଇଥାନ୍ତି ।

Leave a Reply

Your email address will not be published. Required fields are marked *