ମ୍ଯୁଜିକ ଡାୟରେକ୍ଟର ଓ ସିଂଗର ବାପ୍ପି ଲାହିଡୀ ବୋଲିଉଡ ରେ ଅକ ସ୍ବତନ୍ତ୍ର ପରିଚୟ ସୃଷ୍ଚି କରିଛନ୍ତି।ବାପ୍ପି ୨୭ ନଭେମ୍ବର(୨୯୫୨) କୁ ୬୬ କୁ ୬୬ ବର୍ଷ ର ହୋଇଗଲେ।ତାଙ୍କ ର ପ୍ରକୃତ ନାମ ଆଲୋକେଶ ଲାହିରୀ। ପିଲ୍ମ ଇଣ୍ଡଷ୍ଟ୍ରି ରେ ଡିସ୍କୋ ମ୍ଯୁଜିକ ରେ ଟ୍ରେଣ୍ଡ ଆଣିବାର ଶ୍ରେୟ ତାଙ୍କୁ ଦିଆଯିବ। ସେ ସୁନା ପିନ୍ଧିବା ଓ ଚଷମା ପିନ୍ଧିବା ମଧ୍ଯ ବାପ୍ପି ଙ୍କ ର ଅନ୍ଯତମ ପରିଚୟ।
ତାଙ୍କ ପାଖରେ ଟେଲ୍ସା X କାର ଅଛି ଯାହାର ମୂଲ୍ଯ ୫୫ଲଖ୍ଯ। ବାପ୍ପି ୨୦୧୪ ନିର୍ବାଚନ ରେ ଶପଥ ପତ୍ର ରେ ନିଜ ପାଖରେ ଥିବା ସୁନା ହିସାବ ଦେଇଥିଲେ। ତାଙ୍କ ପାଖରେ ୭୫୪ଗ୍ରାମ ସୁନା ଓ ତାଙ୍କ ପତ୍ନୀ ଙ୍କ ପାଖରେ ୯୬୭ଗ୍ରାମ ସୁନା ର ଗହଣା ଅଛି। ମୋଟ ୧ କେଜି ୭୦୦ ଗ୍ରାମ ସୁନା ଅଛି। ଆଜି ର ତାରିଖ ରେ ଏହାର ମୂଲ୍ଯ ୫୧ ଲଖ୍ଯ।
ସେ ନିଜ ଘରେ ହିଟ ସଂଗିତ ଗୁଡିକ ପାଇଁ ଗୋଲ୍ଡ ପ୍ଲେଟେଡ ଡିସ୍କ ଲଗାଇଛନ୍ତି।କଲିକୋତା ରେ ଜନ୍ମିତ ବାପ୍ପି ଦା ଙ୍କ ବାପା ମା ବଂଗାଳୀ ଗାୟକ ଓ କ୍ଲାସିକାଲ ମ୍ଯୁଜିକସିୟାନ ଥିଲେ।ବାପା ମା ଙ୍କ ର ଅକମାତ୍ର ସନ୍ତାନ ଥିଲେ। କିଶୋର କୁମାର କାଙ୍କ ସମ୍ପର୍କିୟ ଥିଲେ। ବାପ୍ପି ଳେହିରି ଙ୍କ ପତ୍ନୀ ଙ୍କ ନାମ ଚିତ୍ରାଂଶୀ ଓ ତାଙ୍କର ଦୁଇଟି ସନ୍ତାନ। ଝିଅ ରୀମା ମଧ୍ଯ ଗାୟିକା ଓ ତାଙ୍କ ବିବାହ ବିଜନେସମ୍ଯାନ ଗୋବିଂଦ ବଂସଲ ସହ ହୋଇଛି। ପୁଅ ବପ୍ପା ଲାହିରୀ, ଯିଏ କି ମ୍ଯୁଜିକ ଡାୟରେକ୍ଟର ତାଙ୍କ ବିବାହ ତାନିଷା ବର୍ମା ସହ ହୋଇଛି।
ବାପ୍ପୀ ଦାଦା ହୋଇଗଲେ। ତାଙ୍କ ପୁଅ ବପ୍ପା ଙ୍କ ୪ ଅକ୍ଟୋବର ୨୦୧୭ ରେ ଆମେରିକା ରେ ପୁଅ ହୋଇଥିଲା। ୨୨ ମାର୍ଚ୍ଚ ରେ ନାମକରଣ ରେ ବାପ୍ପୀ ନାତି କୁ ସୁନା ଥାଳୀ ରେ ଖୀରୀ ଖୁଆଇ ଥିଲେ ଓ ହୀରା ର ପେଂଡିଲ ଗିପ୍ଟ କରିଥିଲେ। ବାପ୍ପି ପୁଅ ସହ ମିଶି ବେଂଟଲ କାର ଦେଇଥିଲେ ଯାହାର ଦାମ ୪ କୋଟି। ସଂଗିତ ସହ ଦୋଡିତ ପରିବାର ରୁ ଜନ୍ମ ନେଇଥିବାରୁ ତାଙ୍କ ସଂଗିତ ଶିଖ୍ଯା ୩ ବର୍ଷ ରୁ ଆରମ୍ଭ ହୋଇଯାଇଥିଲା।
୩ ବର୍ଷ ବୟସ ରେ ସେ କବଲା ବଜାଇବା ଆରମ୍ଭ କରିଦେଇଥିଲେ। ୧୯ ବର୍ଷ ବୟସ ରେ ପ୍ରଥମେ ମୁମ୍ବାଇ ଆସି ବଂଗାଳୀ ପିଲ୍ମ(ଦାଦୂ ,୧୯୭୨) ରେ ସୁଯୋଗ ମିଳିଥିଲା। ୧୯୭୩ ରେ ପ୍ରଥମ ହିନ୍ଦି ପିଲ୍ମ “ସିକାରୀ ” ପାଇଁ ମ୍ଯଜିକ କଂପଜ କରିଥିଲେ। ୧୯୮୨ ରେ “ଡିସ୍କ ଡ୍ଯାନ୍ସର” ପାଇଁ ବୀଜିଂଗ ରେ “ଚୟନ ଆୱାର୍ଡ” ମିଳିଥିଲା