ଅଭିନେତ୍ରୀ କହିଲେ ମୋର ଆଉ ଧୋନି ଙ୍କ ଭିତରେ ଥିଲା ଖରାପ ସମ୍ପର୍କ, କେତେ ସତ ଆଉ କେତେ ମିଛ ???

ବଲିଉଡ଼ ସୁନ୍ଦରୀ ମାନଙ୍କ ହୃଦୟ କ୍ରିକେଟର ମାନଙ୍କ ଉପରେ ଆସିବା କିଛି ନୂଆ କଥା ନୁହେ ଏହା ଆଗରୁ ମଧ୍ୟ କେତେ କ୍ରିକେଟର ମାନେ ବଳିଉଡ଼ ନାୟିକା ମାନଙ୍କୁ ନିଜର ଜୀବନ ସାଥି ରୂପରେ ବାଛି ନେଇଛନ୍ତି.

ନିକଟରେ କ୍ରିକେଟର ବିରାଟ କୋହଲି ବଲିଉଡ଼ ଅଭିନେତ୍ରୀ ଅନୁସ୍ଖା ଶର୍ମା ଙ୍କ ସହ ବିବାହ କଲେ , କିନ୍ତୁ ସବୁ କ୍ରିକେଟ-ବଲିଉଡ଼ ପ୍ରେମ କାହାଣୀ ସଫଳ ହୁଏନି କିଛି ପ୍ରେମ କାହାଣୀ ଅଧା ରହି ଯାଏ ଠିକ ଏମିତି ଏକ କାହାଣୀ ହେଲା ହେଲିକାପଟର ସଟ ସ୍ପେସିଆଲଲିଷ୍ଟ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଙ୍କର, ଗୋଟେ ସମୟ ଏମିତି ଥିଲା କି ଯେତେ ବେଳେ ମହେନ୍ଦ୍ର ସିଂ ଧୋନି ଙ୍କର ବାହାଘର ହୋଇନଥିଲା ତାଙ୍କର ନାମ ବହୁତ ଅଭିନେତ୍ରୀ ଙ୍କ ସହ ଯୋଡ଼ା ଯାଉଥିଲା ତା ଭିତରୁ ଗୋଟେ ନାମ ହେଲା ସାଉଥ ଫିଲ୍ମ ଅଭିନେତ୍ରୀ ରାୟ ଲକ୍ଷ୍ମୀ ,

ସେତେ ବେଳେ ବହୁତ ଚର୍ଚା ହେଉଥିଲଲ ଏଇ ଦୁଇଜଣଙ୍କର ପ୍ରେମ କାହାଣୀ କୁ ନେଇକି , ଏବେ ନିକଟରେ ରେ ରାୟ ଲକ୍ଷ୍ମୀ ତାଙ୍କ ନିଜ ଆଡୁ କହିଛନ୍ତି କି ଧୋନି ଙ୍କ ସହ ସମ୍ପର୍କ ରେ ଆସିବା ମୋ ଜୀବନ ର ବହୁତ ବଡ ଭୁଲ ଥିଲା ଓ ତାଙ୍କ ସହ ଯାହା ବି କିଛି ହେଇଚି ସେତ ମୁ କେବେ ବି ଭୁଲି ପାରି ବିନି ଏହା ମୋ ଜୀବନ ରେ ଗୋଟେ କାଳ ଦାଗ ପରି ରହି ଗଲା ତେବେ ସେ ଇଶାରା କରି ହୁଏତ ଜଣେଇ ଦେଲେ କି ସେ ଦୁଇଜଣଙ୍କ ଭିତରେ କିଛି ଘଟଣା ଘଟିଛି ତେବେ ଯେତେ ବେଳେ ରିପୋରଟେର ଧୋନି ଙ୍କୁ ଏହି ବିଷୟରେ ପଚାରିଲେ ତା ଧୋନି ହସିକି ଏଇ ପ୍ରଶ୍ନ ଆଡେଇ ଦେଇ ଯାଇଥିଲେ.

ତେବେ ଆପଣ ମନକୁ କଣ ଲାଗୁଚି ଧୋନି ଙ୍କ ସହ ଲକ୍ଷ୍ମୀ ଙ୍କର କିଛି ଘଟଣା ଘଟିଛି କି… କମେନ୍ଟ ବକ୍ସ ରେ ନିଶ୍ଚୟ ଲେଖିକି ଜଣାନ୍ତୁ…

Source : Click here to read 

One Comment on “ଅଭିନେତ୍ରୀ କହିଲେ ମୋର ଆଉ ଧୋନି ଙ୍କ ଭିତରେ ଥିଲା ଖରାପ ସମ୍ପର୍କ, କେତେ ସତ ଆଉ କେତେ ମିଛ ???”

Leave a Reply