ଭାରତୀୟ କ୍ରିକେଟ ଟିମ କୁ ସ୍ୱାଗତ କରାଗଲା ଭଙ୍ଗଡା ଷ୍ଟାଇଲ ସହ, ବିରାଟ ଆଉ ଧବନ ଡ୍ୟାନ୍ସ କରିବାରେ ଲାଗିଲେ।

ଭାରତୀୟ ଟିମ ୧ ଅଗଷ୍ଟ କୁ ଖେଳା ଯାଉଥିବା ଟେଷ୍ଟ ଶୃଙ୍ଖଳା ପାଇଁ ପ୍ରସ୍ତୁତ ଅଛି। ସବୁ ଖେଳାଳି ଅଭ୍ୟାସ ମେଚ ଖେଳିଥିଲେ। ତୁର୍ଣ୍ଣାମେଂଟ ରେ ଭଲ ପଦର୍ଶନ ପାଇଁ ଏହି ମେଚ ଖେଳା ଯାଇଛି। ଭାରତ ଆଉ ଏସେସ ମଧ୍ୟରେ ଖେଳା ଯାଇଥିବା ଗୋଟେ ମେଚ ଡ୍ର ହେଇଥିଲା। ଭାରତୀୟ ଟିମ ଜିତିବା ପାଇଁ କଠିନ ପରିଶ୍ରମ କରୁଛି।

ଖେଳ ପ୍ରତି ବହୁତ ଗମ୍ଭୀର ହେଇଥିଲେ ବି , ଖେଳାଳି ମାନେ ମଜା ବି ନେଉଛନ୍ତି। ଦୁଇ ଦିନ ତଳେ ଗୋଟେ ଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରଲ ହଉଚି। ଯେଉଁ ଭିଡ଼ିଓ ରେ ଭଙ୍ଗଡା ଷ୍ଟାଇଲ ରେ ଢୋଲୋ ବଜେଇ ଭାରତୀୟ କ୍ରିକେଟର ମାନଙ୍କୁ ସ୍ୱାଗତ କରାଯାଉଛି ଆଉ ସବୁ ଖେଳାଳି ମାନେ ଗ୍ରାଉଣ୍ଡ ମଧ୍ୟକୁ ଯିବା ସମୟରେ ଡ୍ୟାନ୍ସ ବି କରୁଛନ୍ତି।

ଢୋଲୋ ର ଆବାଜ ଏତେ ମଧୁର ଥିଲା କି , ବିରାଟ କୋହଲି ଆଉ ଶିଖର ଧବନ ବି ନିଜକୁ ନିୟନ୍ତ୍ରିତ ନ କରି ପାରି ଡ୍ୟାନ୍ସ କରିବାରେ ଲାଗିଲେ। ଦେଖନ୍ତୁ ବିଡିଓ…….

ବିଡିଓ ଦେଖିବା ପାଇଂ ତଳେ ଦିଆ ଯାଇଥିବା ଲିଂକ୍ ରେ କ୍ଲିକ୍ କରନ୍ତୁ….

Click here to wacth video directly on twiter

Leave a Reply