ବର୍ତ୍ତମାନ ଏହି ସଫ୍ଟୱେର କହିବ କେଉଁଠି ଅପରାଧ ହବ, ପୋଲିସ କୁ ହବ ସୁବିଧା।

ଏମିତି ଏକ ସଫ୍ଟୱେର ବିକଶିତ ହେଇଚି, ଯିଏ ରିଏଲ ଟାଈମ ଡାଟା କୁ ଜଲ୍ଦି ପ୍ରୋସେସ କରି ଭବିଷ୍ୟବାଣୀ କରିପାରେ କି ଅପରାଧିକ ଗତି ବିଧି କେଉଁଠି ହଉଚି। ଏହା ଦ୍ୱାରା ପୋଲିସ କୁ ଅପରାଧ ବିରୁଦ୍ଧ ରେ ଲଢ଼ିବା ପାଇଁ ସାହାଯ୍ୟ ହବ।

ଦୁନିଆ ରେ ପୋଲିସ ବିଭାଗ କୁ ନିଜ ଖୋଜାବଣା ରେ ସଂଶୋଧନ ପାଇଁ ବାଧ୍ୟ କରା ଯାଉଛି। ସେଥିପାଇଁ ପୋଲିସ ଏହି ସଫ୍ଟୱେର କୁ କାମରେ ଲଗେଇବା ପାଇଁ ଭାବୁଚି। ବର୍ତ୍ତମାନ ଯାଏଁ ETAAS ମୋଡଲ କୁ ସହରର ଅପରାଧ ର ଡାଟା ସହ ଯୋଡ଼ା ଯାଉଥିଲା। ଯାହାଦ୍ୱାରା ଏହା ଗୋଟେ ବିଶେଷ ଆଉ ଦୁଇ ଗୁଣ ଅପରାଧିକ ଭବିଷ୍ୟବାଣୀ କରିବାରେ ସକ୍ଷମ ହେଲା।

ବ୍ରିଟେନ ର ସବୁ ଉନିଭେର୍ସିଟି ଆଉ ଆମେରିକା ର ଜର୍ଜିଆ ଇନ୍ଷ୍ଟିଟିଉଟ ର ଶୋଧକର୍ତା ମାନେ ଏହି ନୂଆ ପ୍ରଣାଳୀ କୁ ନିଜର କରୁଛନ୍ତି। ଏହା ଟାଇମ, ସହରୀ ଅପରାଧ ଡାଟା ଆଉ ETAAS ମୋଡଲ କୁ ଗୋଟେ ଥର ଯୋଡି କି ପରିଣାମ ଦେବାପାଇଁ ସକ୍ଷମ ଅଟେ। ଯାହା ଦ୍ୱାରା ଅପରାଧ ର ଭବିଷ୍ୟବାଣୀ କରା ଯାଇ ପାରିବ। ଏହା ବି ଜାଣିହବ ଯେ ସେ ସବୁ କ୍ଷେତ୍ର ରେ ଅପରାଧ ହେବାର କେତେ ପ୍ରତିଶତ ସମ୍ଭାବନା ଅଛି।

ହଜାର ରୁ ଅଧିକ ପରୀକ୍ଷଣ କରାଗଲା ଏହି ଆଲଗୋରିଦମ:

ଗଣିତଜ୍ଞ ମାନେ ନିଜର ଏହି ଆଲଗୋରିଦମ ର ୧୯୯୯ ରୁ ୨୦୦୨ ଯାଏଁ ଲସ ଇଂଜିଲିସ ରେ ପରୀକ୍ଷଣ କଲେ। ବିଶେସଂଜ୍ଞ ଙ୍କ ମାନିବା କଥା ଏହା ଯେ, ଏହି ଆଲଗୋରିଦମ ଦ୍ୱାରା ଅଧିକ ବ୍ୟାପକ ସୂଚନା ଉପଲବ୍ଧ ହବ।

Leave a Reply

Your email address will not be published. Required fields are marked *