IPL ବିସ୍ବ ପ୍ରସିଧ କ୍ରିକେଟ୍ ଲିଗ୍ ଅଟେ, ଦୁନିଆ ର ସବୁ ନାମୀ ଖେଳାଳୀ ଏହି ଲିଗ୍ ରେ ଖେଳନ୍ତି. ସେଥିପାଇଁ ମେଚ ରେ ରୋମାଂଚ ର ଅଭାବ ନଥାଏ.
IPL ୨୦୧୮ ରେ ଚେନ୍ନାଇ ଆଉ ପଞ୍ଜାବ ମେଚ ରେ ଧୋନି ଙ୍କ ଧୂଆଁଧାର ବେଟିଙ୍ଗ ଦେଖିବାକୁ ମିଳିଲା, ମେନ ଅଫ ଦା ମେଚ କ୍ରିଶଃ ଗେଲ ହେଲେ ମାତ୍ର ଧୋନି ୭୯ ରନ ର ପାରି ଖେଳିଲେ। ଚେନ୍ନାଇ ୪ ରନ ରେ ମେଚ ହରିଗଲା ମାତ୍ର ଧୋନି ଙ୍କ ୭୯ ରନ ଲୋକପ୍ରିୟ ହେଇଗଲା।
ମେଚ ମଝିରେ ଗୋଟେ ମଜା ଘଟଣା ହେଲା, ସବୁ ଥର ଭଳି ଏ ଥର ବି ଧୋନି ଙ୍କ ସ୍ତ୍ରୀ ସାକ୍ଷୀ ଏହି ମେଚ କୁ ଦେଖିବାକୁ ଆସିଥିଲେ। ଗ୍ରାଉଣ୍ଡ ରେ ଧୋନି ଙ୍କ ସହ ସାକ୍ଷୀ ଙ୍କ ଫେନ ବି ଦେଖା ଗଲା।
ସାକ୍ଷୀ ଙ୍କ ଫେନ ର ଗୋଟେ ଫୋଟୋ ଆଜି କଲି ବହୁତ ଭାଇରଲ ହଉଚି, ଜୋଥିରେ ସେ ଗୋଟେ ବୋର୍ଡ ଧରି ସେଥିରେ ତାଙ୍କ ମନର କଥା ଲେଖିଛନ୍ତି। ସେ ଲେଖିଛନ୍ତି କ୍ଷମା କର ମାହି ଭାଇ , I Love you ସାକ୍ଷୀ ଧୋନି।
ଚେନ୍ନାଇ ଏହି ମେଚ ରେ ହରିଗଲା ମାତ୍ର ମେଚ ଟି ଲୋକମାନଙ୍କର ମନ ଜିତି ନେଲା। ଗ୍ରାଉଣ୍ଡ ସାରା ଧୋନି ଧୋନି ର ସ୍ୱର ସାଉଁଆଯାଉଥିଲା। ଏହି ମେଚ ରେ ଧୋନି ଙ୍କ ଛଡା ଅମ୍ବାଟି ରାଇଡୁ ବି ୪୯ ରନ କରିଥିଲେ।
କ୍ରିଶଃ ଗେଲ ଙ୍କ ୩୩ ବଲ ରେ ୬୩ ରନ ବଳରେ ପଞ୍ଜାବ ୭ ବିକେଟ ରେ ୧୯୭ ରନ କରିଥିଲା ଆଉ ମେଚ କୁ ଜିତି ଯାଇଥିଲା , ଏହି ମେଚ ୨୦୧୮ IPL ର ରୋମାଂଚକ ମେଚ ଭିତରେ ଗୋଟେ ମେଚ ଥିଲା।