ସୁନା ର ଲଙ୍କା ପରି ଏହି ହୋଟେଲ ରେ ସବୁ ଜିନିଷ ସୁନା ରେ ତିଆରି।

ଆପଣମାନେ ବହୁତ ବଡ଼ ବଡ଼ ହୋଟେଲ କୁ ଯାଇଥିବେ ଆଉ କିଛି ହୋଟେଲ କୁ ଦେଖିଥିବେ ନିଶ୍ଚିତ। ମାତ୍ର ଏମିତି ହୋଟେଲ ଦେଖିଛନ୍ତି, ଯାହାର ସବୁ ଜିନିଷ ସୁନା ରେ ତିଆରି?? ସୁନା ରେ ତିଆରି ହୋଟେଲ ଅଛି, ଯାହା viatnang ରେ ଅଛି ଯାହାର ନାମ danang golden bay hotel.

ଏହି ହୋଟେଲ ରେ ଥିବା ପ୍ରେସିଡେଣ୍ଟ ସୁଇଟ ଙ୍କ ବାଥରୁମ ର ସବୁ ଜିନିଷ ସୁନା ରେ ତିଆରି, ଏମିତି କି ଟୋଇଲେଟ ମଧ୍ୟ।

ଏଥିରେ ଥିବା ସ୍ୱିମିଙ୍ଗ ପୂଲ ଭି ସୁନା ରେ ତିଆରି, ଏହି ଫୋଟୋ ରେ ଆପଣମାନେ ଦେଖିପାରୁଥିବେ ଜଣେ ମହିଳା ପଂହରୁ ଚନ୍ତି। ସ୍ୱିମିଙ୍ଗ ପୂଲ ର ସଫା କରୁଥିବାର ଦୃଶ୍ୟ ଏହି ଫୋଟୋ ରେ ଦେଖା ଯାଇଛି।

ଏହି ହୋଟେଲ ର ବାଥରୁମ ରେ ଥିବା ବାଥ ଟଵ ବି ସମ୍ପୂର୍ଣ୍ଣ ଭାବେ ସୁନା ରେ ତିଆରି ହେଇଚି।

ଖାଇବା ର ସବୁ ସାମାନ ସୁନା ରେ ତିଆରି, ପ୍ଲେଟ ରୁ ଧରି ଚାମଚ ମଧ୍ୟ।

ଟୋଇଲେଟ ରେ ଥିବା ଟୋଇଲେଟ ସିଟ ବି ସୁନା ରେ ତିଆରି, ଏହି ସବୁ ଦୃଶ୍ୟ ଦେଖିବା ପାଇଁ, ଏଠି ଲୋକଙ୍କ ଭିଡ଼ ହଉଛି।

Leave a Reply