ସମସ୍ତଙ୍କ ମନ ହୁଏ କି ସେ ମହାକାଶ କୁ ଯିବେ, ଆଉ ଏତେ ଉପରୁ ଦୁନିଆ କୁ ଦେଖିବେ, ଏହି ସ୍ୱପ୍ନ ଆପଣଙ୍କର ସତ ହେଇ ପାରିବ। କାହିଁକି ନା ମହାକାଶ ରେ ଏବେ Luxury ହୋଟେଲ ତିଆରି ହବ। ଯେଉଁଠି ଆପଣ ବାରମ୍ବାର ସୁଯ୍ୟ କୁ ଉଦୟ ହେବା ଦେଖିପାରିବେ।
US ର କମ୍ପାନୀ ଓରୀୟନ ସ୍ପେନ ଦୁନିଆ ର ପ୍ରଥମ Luxury ହୋଟେଲ ତିଆରି କରିବାକୁ ଯାଉଛି। ଆଗାମୀ 4 ବର୍ଷ ମଧ୍ୟରେ ଏହି ହୋଟେଲ ର ନିର୍ମାଣ ହବ, ଯାହାର ନାମ ଓରରା ଷ୍ଟେସନ ରଖା ଯିବ।
ଆପଣଙ୍କ ଏହି ମହାକାଶ ଯାତ୍ରା ୧୨ ଦିନ ର ହବ, ଜୋଥିରେ ୪ ଜଣ ଲୋକ ଆଉ ୨ ଜଣ Q Member ଥିବେ। ଏହି ଯାତ୍ରା ପାଇଁ ଆପଣଙ୍କୁ ୯.୫ ମିଲିୟନ ଡଲାର ମାନେ ୬୧ କୋଟି ଟଙ୍କା ଦେବାକୁ ପଡିବ। ୮୦ ହଜାର ଡଲାର ଆପଣଙ୍କୁ ଆଗରୁ ଅନଲାଇନ ରେ ଦେବାକୁ ପଡିବ ଯାହା ପରେ ଆପଣଙ୍କୁ ଫେରାଇ ଦିଆ ଯିବ।
ମହାକାଶ ରେ ଓରେର ଷ୍ଟେସନ ଯାତ୍ରୀ ମାନଙ୍କ ପାଇଁ ବହୁତ ଅଦ୍ଭୁତ ଯାତ୍ରା ହବ। ଏହି ହୋଟେଲ ୯୦ ମିନଟ ରେ ପୃଥିବି ର ପରିକ୍ରମା କରିବ, ଏହା ଅର୍ଥ ସବୁ ଯାତ୍ରୀ ୨୪ ଘଣ୍ଟା ରେ ପାଖା ପାଖି ୧୬ ଥର ସୁଯ୍ୟ ଉଦୟ ଆଉ ଅସ୍ତ ଦେଖି ପାରିବେ। ଜିରୋ ଗ୍ରାଭିଟି ରେ ହୋଟେଲ ତିଆରି ହବ, ମାନେ ୨୦୨୨ ଯାଏ ସମ୍ପୂର୍ଣ ଭାବେ ତିଆରି ହେଇଯିବ। ଏହି ହୋଟେଲ ରେ ସେ ସବୁ ଜିନିଷ ଥିବ ଯାହା ଗୋଟେ ୫ ଷ୍ଟାର ହୋଟେଲ ରେ ଅଛି।
ଏହି ହୋଟେଲ ରେ ହାଇ ସ୍ପୀଡ଼ ଇଣ୍ଟରନେଟ ଥିବ, ଯାହାଦ୍ୱାରା ଯାତ୍ରୀ ଭିଡ଼ିଓ କଲ କରିପାରିବ। କମ୍ପାନୀ ଚାହୁଁଚି ଏଥିରେ ସବୁ ପ୍ରକାର ର ସୁବିଧା ଦେବା ପାଇଁ।