ଆପଣମାନେ ବହୁତ ଛୋଟ ବଡ ପ୍ରସିଦ୍ଧ ହୋଟେଲ କୁ ଯାଇଥିବେ ଆଉ ବଡ ବଡ ହୋଟେଲ ବିଷୟରେ ପଢିଥିବେ । ମାତ୍ର ଏମିତି କୋ ହୋଟେଲ କୁ ଯାଇଛନ୍ତି କି ଯାହା ପାଣି ଭିତରେ ଅଛି?? ଚାଲନ୍ତୁ ଜାଣିବା ଏମିତି କିଛି ହୋଟେଲ ବିଷୟରେ ଯାହା ପାଣି ଭିତରେ ଅବସ୍ଥିତ।
The Manta Resort, Pemba Island:
ଏହି ହୋଟେଲ ପାଣି ର 13 ଫୁଟ ତଳେ ଅଛି, ହୋଟେଲ ରେ ଛୋଟ ଛୋଟ ବହୁତ ଗୁଡିଏ ରୁମ ଅଛି।
ଏଠି କିଛି ସମୟ ବ୍ୟତୀତ କରିବା ହିଁ ବହୁତ ଆକର୍ଷକ ଲାଗିଥାଏ । ଏହି ହୋଟେଲ ର ରୁମ ରେ ରହିଲେ ବାହାର ନଜରା ବହୁତ ସୁନ୍ଦର ଦେଖାଯାଇଥାଏ।
Shimao Wonderland, China:
ଏହି ହୋଟେଲ ଚୀନ ର ସୋଗଜିଅଙ୍ଗ ରେ ଥିବା ପାହାଡ଼ ମଝିରେ ଅଛି। ଏଥିରେ 380 ରୁମ ତିଆରି ହେଇଛି ଯାହାକୁ ବ୍ରିଟେନ ର ଡିଯାଇନର ଫୋର୍ମ ଏତକିନ୍ସ ଡିଜାଇନ କରିଛନ୍ତି।
କୁହାଯାଉଛି ଯେ ପାଣି ଭିତରେ ଥିବା ଏହି ହୋଟେଲ କୁ ଗୁଫା ହୋଟେଲ ନାମରେ ବି ପରିଚିତ।
The Poseidon Underwater Resort, Fiji:
ଏହି ହୋଟେଲ ତୁରିଷ୍ଟ ମାନଙ୍କ ମନ କୁ ଅଧିକ ଆକର୍ଷଣ କରିଥାଏ। ଏହା ପ୍ରାୟ 5000 ଏକର ରେ ତିଆରି ହେଇଚି, ଅଧିକାଂଶ ଶ୍ୟାହି ପରିବାର ର ଧନୀ ଲୋକେ ଏଠିକି ଆସନ୍ତି। ଏହି ହୋଟେଲ ଭିତର ନଜରା କୁ ଦେଖିବା ପାଇଁ ଲୋକେ ଦୂର ଦୁରାନ୍ତ ରୁ ଆସିଥାନ୍ତି।