ଭାରତ ତିନୋଟି ଟି୨୦, ତିନୋଟି ଏକଦିବସୀୟ ମ୍ୟାଚ ରେ ସିରିଜ଼ ବିଜୟ ହୋଇଥିବା ବେଳେ ବର୍ତମାନ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ । ଅଗଷ୍ଟ ୩ ରୁ ଆରମ୍ଭ ହୋଇଥିବା ଏହି ଶୃଙ୍ଖଳାରେ ଟି୨୦ ଓ ଦିନିକିଆ ଶେଷ ହୋଇଥିବାବେଳେ ଟେଷ୍ଟ ମ୍ୟାଚ ସିରିଜ଼ ମଧ୍ୟ ଜିତିବା ଲକ୍ଷରେ ବିରାଟ ବାହିନୀ ପ୍ରସ୍ତୁତ ଜଣାପଡିଛି ।
ୱେଷ୍ଟଇଣ୍ଡିଜ଼ ମାଟିରେ ଘରଣି ଦଳ ନିଜ ସମ୍ମାନ ରଖିବା ପାଇଁ ଟେଷ୍ଟ ସିରିଜ଼ ଜିତିବା ଲକ୍ଷରେ ରହିବ ବୋଲି ୱେଷ୍ଟଇଣ୍ଡିଜ଼ ର ଅଧିନାୟକ ଦୃଢ ମନ ଭାବ ରଖିଛନ୍ତି । ସବୁଠୁ ମୁଖ୍ୟ କଥା ହୋଉଛି ଭାରତୀୟ ସମୟ ଅନୁସାରେ ସନ୍ଦ୍ୟା ୭ ଟାରେ ଏଣ୍ଟିଗୁଆ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ। ଏବଂ ଭାରତରେ କେବଳ ଏହି ଚେନେଲ ମାଧ୍ୟମରେ ହେବ ସିଧା ପ୍ରସାରଣ :- SONY SIX , SONY TEN 1, SONY TEN 3 , ଏବଂ SONY ESPN । ଏବଂ SONY LIV ମାଧ୍ୟମରେ ପ୍ରସାରଣ ହେବ ମ୍ୟାଚ ।
ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବିତ ୧୧ଜଣ :- ରୋହିତ ଶର୍ମା,ମାୟାଙ୍କ ଅଗ୍ରଵାଲ,ବିରାଟ କୋହଲି ( ଅଧିନାୟକ ),ଚେତାଶ୍ଵର ପୂଜାରା, ରବୀନ୍ଦ୍ର ଜାଡେଜା, ଅଜୀଙ୍କେ ରାହାଣେ,ରା଼ଦ୍ଦିମାନ ସାହା,ଅଶ୍ୱିନୀ ,ଇଶାନ୍ତ ଶର୍ମା ,ଯଶପ୍ରୀତ ବୁମରାହା, ମହମଦ ସାମୀ ।
ଅଧିନାୟକ କୋହଲି ଙ୍କ ଆଭାସ ମ୍ୟାଚ ରେ ଭଲ ପଦର୍ଶନ କରିଥିବା ବେଳେ ଦଳର ଓପେନିଙ୍ଗ ପାଇଁ ଚେତାଶ୍ଵର ପୂଜାରା ଏବଂ ରୋହିତ ଶର୍ମା ଙ୍କୁ ସୁଯୋଗ ଦେଇପାରନ୍ତି ରୋହିତ ଏବଂ ପୂଜାରା ଓପେନିଙ୍ଗ କୁ ନେଇ ଆପଣଙ୍କ କଣ ମତାମତ କମେନ୍ଟ କରି ନିଶ୍ଚୟ ଜଣାନ୍ତୁ ।