ଏମିତି କିଛି ଯିବ ଅଛନ୍ତି ଆମ ଦୁନିଆ ରେ ଯାହା ପାଖରେ ଅସାଧାରଣ ଶକ୍ତି ଅଛି…

ଅଦ୍ଭୁତ ଶକ୍ତି ର ମାଲିକ ଏହି ଯିବ ମାନେ, କିଏ ଅମର ତ କିଏ ଶକ୍ତ ରୁ ଶକ୍ତ ଜିନିଷ କୁ ଭାଙ୍ଗିବାରେ ମାହୀର। ଆସନ୍ତୁ ଜାଣିବା ଏହି ଯିବ ମାନଙ୍କ ବିଷୟରେ କିଛି ରୋଚକ କଥା।

1. Archer fish:

ପାଣି ର ପିଚକାରୀ କରି ଖାଲି ଛୋଟ ପିଲା ମାନେ ହିଁ ଖେଳନ୍ତି, ମାତ୍ର Archer fish ଏହାକୁ ଗୋଟେ ଘାତକ ହତିଆର ଭାବେ ବ୍ୟବହାର କରେ। ଏହି ମାଛ ପାଣି ତଳେ ଜଗି କି ରହିଥାଏ, ଯଦି କେହି ଛୋଟ ଯିବ ଗଛ ର ପତ୍ର ବା ଡାଳ ରେ ବସିଥିବା ଦେଖେ, ସେ ତାର ମୁହଁ ରୁ ପିଚକାରୀ ମାରି ଶିକାର କୁ ପାଣି ରେ ପକେଇ ତାହାର ଭୋଜନ କରିଥାଏ। ଆଶ୍ଚଯ୍ୟ କଥା ଏହା ଯେ ଏହି ସବୁ କରିବାକୁ 1 ସେକେଣ୍ଡ ର 10 ଭାଗ ରୁ ଭାଗେ ସମୟ ଲାଗିଥାଏ ଆଉ ଏହି ମାଛ 16 ଫୁଟ ଯାଏ ପାଣି କୁ ଛାଡି ପରେ।

2. Hairy frog:

ଏହି ବେଙ୍ଗ x-man ଫିଲ୍ମ ର ବୁଲବୋରିଂନ ଭଳି ନିଜ ହାତ ର ନଖ କୁ ବାହାର କରିପାରେ। ଯଦି କୌଣସି ସମୟ ରେ ଏହି ବେଙ୍ଗ କୁ ଅସୁରକ୍ଷାତା ଲାଗେ , ସେ ସାଙ୍ଗେ ସାଙ୍ଗେ ତା ହାତ ର ନଖ କୁ ବାହାର କୁ ବାହାର କରିଦିଏ ଆଉ ତାପରେ ପୁଣି ଭିତରକୁ ହାତର ନେଇଯାଏ।

3. Immortal jellyfish:

ଯଦି ଆପଣମାନେ ଭାବୁଛନ୍ତି ଆମ ପୃଥିବି ରେ ଯିଏ ବି ଜନ୍ମ ନେହିଛି ସେ ବୁଢା ହେଇ ଦିନେ ନା ଦିନେ ମରିବ ତାହାଲେ ଆପଣ ଭୁଲ ଭାବିଛନ୍ତି। ଏହି jellyfish ନିଜ ଶରୀର ର ବିକାଶ ସମୟ ସମୟ ରେ କରେ, ଯେବେ ବୁଢା ହେଇଯାଏ ପୁଣି ତା ଶରୀର ର ବିକାଶ କରି ଯବାନ ହେଇଯାଏ।

ବୈଜ୍ଞାନିକ ଙ୍କ କଥା ମାନିବା ତ ଏହି fish କୁ କୌଣସି ରୋଗ ହେଲେ ବି ସେ ନିଜ ଶରୀର କୁ ନୂଆ କରି ବଦଳେଇ ଦେଇପାରେ। ଏହା ସହିତ ବୈଜ୍ଞାନିକ ମାନଙ୍କ କହିବା ଅନୁସାରେ ଏହି fish ପାଈଁ ଅମର ହେବାର ରାସ୍ତା ବି ମିଳିପାରେ।

4. Palm thief:

ଏହି ଯିବ ର ମଜବୁତ ପଂଜା ଛୋଟ ରୁ ଛୋଟ ପଥର ଠୁ ଧରି ହାଡ କୁ ବି ଭାଙ୍ଗି ଦେଇ ପାରେ। ଯଦି ଆପଣମାନେ ଏହି ଯିବ କୁ ଦେଖନ୍ତି ତ ଭୁଲ ରେ ବି ଛୁଅନ୍ତୁ ନାହିଁ ନାହେଲେ ଆପଣ ନିଜର ଆଙ୍ଗୁଠି ବି ହରେଇଦେଇ ପାରନ୍ତି। ଏହି ଯିବା ର ଓଜନ ପ୍ରାୟ 4 କିଲୋ ଯାଏ।

5. Flying squid:

ଏହି ମାଛ ପାଣି ଭିତରେ ବହୁତ ଜୋର ରେ ଯାଇ ପାରେ , ଆଉ ପାଣି ରୁ ଡେଇଁ କି କିଛି ଦୁଆ ପର୍ଯ୍ୟନ୍ତ ଉଡି ବି ପାରେ। Research ରୁ ଜଣା ପଡିଚି ଏମିତି ପାଣି ରୁ ଡେଇଁ କି ବହୁତ ଦୂରତା କୁ ଜଲ୍ଦି ପାର କରି ପାରନ୍ତି ଏମାନେ। ଆଶ୍ଚଯ୍ୟ କଥା ଏହା ଯେ ଏହି ମାଛ ଅଧିକ ସମୟ ନଷ୍ଟ ନ କରି ନିଜ ସାଙ୍ଗ ସାଥି ମାନଙ୍କୁ ହି ଖାଇ ଦିଏ।

Leave a Reply