ଚାଲିଥିବା ମ୍ୟାଚରେ ଯେତେବେଳେ ଅଚାନକ ରୋହିତ ଶର୍ମା କ୍ୟାପଟନ ହୋଇଗଲେ, କୋହଲି ଏମିତି କଲେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ।

କ୍ରିକେଟ ର ମହାକୁମ୍ଭ ବର୍ତମାନ ଇଂଲଣ୍ଡ ରେ ଚାଲୁଛି । ଭାରତ ଏହାର ପ୍ରଥମ ମ୍ୟାଚ ସାଉଥଆଫ୍ରିକା ସହିତ ଖେଳିଥିଲା । ମୁକାବିଲା ଯଦି ଆମେ ନଜର ପକାଇବା ତାହେଲେ ଭାରତ ର ବ୍ୟାଟସମେନ ଓ ବୋଲର ଏମିତି କମାଲ ଖେଳିଥିଲେ ଯେ ଭାରତ ସାଉଥଆଫ୍ରିକା କୁ ୬ ବିକେଟ ରେ ହରାଇଥିଲା । ଏହି ମ୍ୟାଚରେ ବୋଲର ଚହଲ ଓ ବ୍ୟାଟସମେନ ରୋହିତ ଶର୍ମା ଙ୍କ ଭଲ ପ୍ରଦର୍ଶନ ପାଇଁ ଭାରତ ସାଉଥଆଫ୍ରିକା ଠାରୁ ପ୍ରଥମ ମ୍ୟାଚ ଜିତି ଯାଇଥିଲା ।

ଟିମ ଇଣ୍ଡିଆ ର ଚହଲ ଚାରୋଟି ବିକେଟ ନେଇଥିଲେ ଓ ରୋହିତ ଶର୍ମା ୧୨୨ ରନ କରିଥିଲେ । ମ୍ୟାଚ ରେ ରୋହିତ କେବଳ ଭଲ ପ୍ରଦର୍ଶନ କରିନଥିଲେ ଏହା ରୋହିତ ଫଇସଲା ବି ଲୋକ କୁ ଆଶ୍ଚର୍ଯ୍ୟ କରିଥିଲା । ଟିମ ଇଣ୍ଡିଆ ଫିଲଡିଙ୍ଗ ସମୟରେ ଏମିତି ଏକ ସମୟ ଆସିଲା ଯେତେବେଳେ ରୋହିତ ଶର୍ମା କୋହଲି ଙ୍କ ଉପସ୍ତିତି ରେ ଅଚାନକ କ୍ୟାପଟନ କରିବାରେ ଲାଗିଲେ ।

ଯେତେବେଳେ ମ୍ୟାଚ ର ମଧ୍ୟ ଭାଗରେ ଭାରତ ର ଷ୍ଟାର କ୍ରିକେଟ ର କେଦାର ଯାଦବ ବୋଲିଂ କରୁଥିଲେ । ଠିକ ସେତେବେଳେ ରୋହିତ ଶର୍ମା ଫିଲଡିଙ୍ଗ ବଦଳାଇବା ପାଇଁ କହିଥିଲେ କିନ୍ତୁ କୋହଲି ଜାଣି ପାରିନଥିଲେ । ରୋହିତ କୋହଲି ଙ୍କ ବିନା ଅନୁମତିରେ ଫିଲଡିଙ୍ଗ ବଦଳାଇ ଥିଲେ ଓ କେଦାର ଯାଦବ ଙ୍କ ବୋଲିଂ ସାରିବା ପରେ ଚହଲ କୁ ବୋଲିଂ ପାଇଁ ଡକାଗଲା ।

ଏହାଛଡା ରୋହିତ ଶର୍ମା ମ୍ୟାଚ ସମୟରେ କଥା ହୋଇଥିବା ସବୁକଥା ମାଇକ ରେକର୍ଡ ହୋଇଥିଲା । ରୋହିତ ଶର୍ମା ନେଇଥିବା ସବୁ ଫଇସଲା କୁ କୋହଲି ପସନ୍ଦ କରିଥିଲେ ।

Leave a Reply