ବିରାଟ କୋହଲି ଭାଙ୍ଗିଲେ ଡନ ବ୍ରେଡମେନ ଙ୍କ ରେକର୍ଡ ଆଉ ହେଇଗଲେ ଦୁନିଆ ର ପ୍ରଥମ ଅଧିନାୟକ….

ଏହି ସମୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଯେଉଁ ଭଳି ଖେଳ ପଦର୍ଶନ କରୁଛନ୍ତି କହିବା ଆବଶ୍ୟକ ନାହିଁ, ଇଂଲଣ୍ଡ ବିରୁଦ୍ଧରେ ତାଙ୍କରି ବେଟ୍ ରୁ ଲଗାତାର ରନ୍ ର ବର୍ଷା ହେବାର ଲାଗିଛି। ତୃତୀୟ ମେଚ ରେ ତାଙ୍କରି ବେଟ ରୁ ପ୍ରଥମ ପାଳି ରୁ ୯୩ ଏବଂ ଦ୍ଵିତୀୟ ପାଳିରେ ୧୦୩ ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆ ର ଡନ ବ୍ରେଡମନ୍ ଙ୍କ ରେକର୍ଡ କୁ ଭାଙ୍ଗି ଦେଇଛନ୍ତି।

ପୁରା ବିଶ୍ଵ ରେ ବିରାଟ କୋହଲି ଏକ ମାତ୍ର ଅଧିନାୟକ ଯିଏ କି ୭ ଥର ୨୦୦ ଠୁ ଅଧିକ ରନ୍ କରି ସାତୋଟି ଯାକ ମେଚ୍ ରେ ବିଯୟ ହାସଲ କରି ଅଷ୍ଟ୍ରେଲିଆ ର ଡନ ବ୍ରେଡ୍ ମେନ୍ ଏବଂ ରିକି ପଣ୍ଟିଂ ଙ୍କୁ ପଛରେ ପକାଇ ଦେଇଛନ୍ତି।

ଡନ ବ୍ରେଡ଼ମେନ୍ ଇଂଲଣ୍ଡ ବିରୁଦ୍ଧରେ ଚାରି ଥର ଏବଂ ଭାରତ ବିରୁଦ୍ଧରେ ଦୁଇ ଥର ବିଜୟ ହାସିଲ କରିଛନ୍ତି। ଏବଂ ପଣ୍ଟିଂ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଦୁଇ ଦୁଇ ଥର ଏବଂ ୱେଷଟଇଣ୍ଡିଜ ଏବଂ ଇଂଲଣ୍ଡ ବିରୁଦ୍ଧରେ ଗୋଟେ ଥର ବିଜୟ ହାସଲ କରିଛନ୍ତି। ବିରାଟ କୋହଲି ୧୦ ଥର ୨୦୦ ରନ୍ ରୁ ଅଧିକ କରିବା ସହ ସମସ୍ତ ଅଧିନାୟକ କୁ ମଧ୍ୟ ପଛରେ ପକାଇ ନୂଆ ରେକର୍ଡ ହାସିଲ କରିଛନ୍ତି।

Leave a Reply