ଜଣେ ଫେନ ତାଙ୍କ GF ସହ ଡେଟ କୁ ନଯାଇ, ଧୋନି ଙ୍କ ଖେଳ ଦେଖିବାକୁ ଆସିଥିଲେ,ଘଟଣା ଟ୍ୱିଟର ରେ ଭାଇରଲ ହଉଛି।

କ୍ରିକେଟ କୁ ଧର୍ମ ଭାବୁଥିବା ଦେଶ ଭାରତରେ ଲୋକେ ନିଜ ମନ ପସନ୍ଦ କ୍ରିକେଟର କୁ ଭଗବାନ ଙ୍କ ଭଳି ଆଦର କରନ୍ତି। ଫେନ ମାନେ ବିଭିର୍ଣ ପ୍ରକାର କଯ୍ୟ କରି କ୍ରିକେଟ ପ୍ରତି ନିଜର ଭଲପାଇବା ଦର୍ଶାଇ ଥାନ୍ତି।

କିଛି ଦିନ ତଳେ ଜଣେ କିକେଟ ପ୍ରେମୀ ଧୋନି ଙ୍କ ଗୋଡ ଛୁଇଁବା ପାଇଁ ଗ୍ରାଉଣ୍ଡ ମଧ୍ୟକୁ ଆସିଯାଇ ଥିଲେ। ଆଉ ଜଣେ ମୁମ୍ବାଇ ର ଫେନ ଧୋନି ଙ୍କ ଖେଳ ଦେଖି ନିଜର ମୁମ୍ବାଇ ର ଡ୍ରେସ କୁ ବଦଳେଇ ଚେନ୍ନାଇ ର ଜର୍ସି ପିନ୍ଧିଥିଲେ।

ଚେନ୍ନାଇ ୨ ବର୍ଷ ର ପ୍ରତିବନ୍ଧ ପରେ ପୁଣି IPL ୨୦୧୮ ଖେଳୁଛି, ଆଉ ତୁର୍ଣ୍ଣାମେଂଟ ର ୧୪ ମେଚ ରୁ ୯ ଟି ମେଚ ଜିତିଛି। କ୍ରିକେଟ ପ୍ରେମୀ ମାନେ ବିଶେଷ କରି ଧୋନି ଙ୍କ ଖେଳ ଦେଖିବାକୁ ଆସୁଛନ୍ତି।

ଚେନ୍ନାଇ ଆଉ ଦିଲ୍ଲୀ ର ମଧ୍ୟରେ ହେଇଥିବା ମେଚ ରେ ଚେନ୍ନାଇ ୩୪ ରନ ରେ ଜିତିଯାଇ ଥିଲା।

ଷ୍ଟାଡିୟମ ରେ ଧୋନି ଙ୍କୁ ଦେଖିବା ପାଇଁ ବହୁତ ପ୍ରଶଂସକ ଆସିଥିଲେ, ତାହା ଭିତରୁ ଜଣେ ବହୁତ ବଡ଼ ପ୍ରଶଂସକ ଥିଲେ। କାରଣ ଖାଲି ଧୋନି ଙ୍କ ଖେଳ ଦେଖିବା ପାଇଁ ସେ ନିଜ GF ସହ ଥିବା ଡେଟ କୁ ବି ଭୁଲିଯାଇ ଥିଲେ।

ଏହି ପ୍ରଶଂସକ ଙ୍କ ଫୋଟୋ ଟ୍ୱିଟର ରେ ଭାଇରଲ ହଉଚି। ଚେନ୍ନାଇ ଏହି ଫୋଟୋ କୁ ଟ୍ୱିଟର ରେ ସେର କରିଛିଆଉ ଏହା ଉପରେ କମେଣ୍ଟ ବି କରିଛି।

Leave a Reply