ଆପଣ ସମସ୍ତେ ଜାଣିଥିବେ କି ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଝିଅମାନଙ୍କୁ ଚିନହୀ ପାରିନାହାନ୍ତି । ପୁଅମାନେ ଭାବିଥାଆନ୍ତି କି ସେମାନେ ଝିଅମାନଙ୍କ ବିଷୟରେ ସବୁ କିଛି ଜାଣିଛନ୍ତି କିନ୍ତୁ ଝିଅମାନେ ଏହା ଲୁଚେଇବାରେ ମାହିର ଥାଆନ୍ତି । ଆଜି ଆମେ ଏହି ଆର୍ଟିକଲ ରେ ଆପଣମାନଙ୍କୁ ଏମିତି କିଛି କଥା ବିଷୟରେ କହିବୁ ଯାହା ଝିଅମାନେ ପ୍ରାୟ ଲୁଚେଇଥାଆନ୍ତି ପୁଅଙ୍କ ପାଖରେ ।
- ପ୍ରାୟ ପୁଅମାନେ ନିଜକୁ ଦର୍ପଣ ରେ ଦେଖିବାକୁ ପସନ୍ଦ କରନ୍ତିନାହିଁ । ଝିଅମାନେ ନିଜକୁ ଦର୍ପଣ ରେ ଅଲଗା ଅଲଗା ପୋଜ ରେ ଦେଖିବାକୁ ପସନ୍ଦ କରନ୍ତି ।
- ପୁଅଙ୍କ ଅପେକ୍ଷା ଝିଅଙ୍କୁ ରୋମାନ୍ସ ଅଧିକ ପସନ୍ଦ ହୋଇଥାଏ । ଏଥିପାଇଁ ତାଙ୍କୁ ସବୁବେଳେ ରୋମାଣ୍ଟିକ ପୁଅ ଅଧିକ ପସନ୍ଦ ଆସିଥାଆନ୍ତି । କିନ୍ତୁ ଏହି ସମ୍ବନ୍ଧ ବିଷୟରେ ସେ କାହାକୁ କିଛି କୁହନ୍ତି ନାହିଁ ।
- ଅଧିକାଂଶ ମହିଳାଙ୍କୁ ଏମିତି ଲାଗିଥାଏ କି କଣ ତାଙ୍କ ପାର୍ଟନର ତାଙ୍କ ଆଗରେ କିଛି ନା କିଛି ଲୁଚାଉଛି । ଏହି କାରଣରୁ ସେହି ମହିଳା ନିଜ ପାର୍ଟନର ଠାରୁ ସବୁକିଛି ଜାଣିବା ପାଇଁ ବ୍ୟାକୁଳ ରହିଥାଆନ୍ତି ।
- ମହିଳାମାନେ ମଧ୍ୟ ପୁଅଙ୍କ ପରି ଆକର୍ଷଣ ବ୍ୟକ୍ତି ଭଳି ମହିଳାଙ୍କ ପ୍ରତି ବହୁତ ଆକର୍ଷିତ ରହିଥାଆନ୍ତି । କିନ୍ତୁ ଏହି ସମ୍ବନ୍ଧ ବିଷୟରେ ସେ କାହାକୁ କିଛି କୁହନ୍ତି ନାହିଁ ।
- ଏହାଛଡା ଝିଅମାନଙ୍କୁ ଲେଟ ନାଇଟ ପାର୍ଟି ବ୍ୟତୀତ ରାତିରେ ବୁଲିବାକୁ ମଧ୍ୟ ଭଲ ଲାଗିଥାଏ ଓ ଆଜିର ସମୟରେ ଅଧିକାଂଶ ମଡ଼ର୍ନ ଝିଅମାନେ ଏମିତି କରିଥାଆନ୍ତି ।