ବିବାଦ ପରେ ମଧ୍ୟ ଏହି 5 ଟି ଫିଲ୍ମ ସୁପରହିଟ ନମ୍ବର ୧ ରଚିଛି ଇତିହାସ,ଜାଣନ୍ତୁ ଫିଲ୍ମ ର ନାମ

ବଲିଉଡ ଇଣ୍ଡଷ୍ଟ୍ରି ର ଇତିହାସ ରେ କେତେ ଫିଲ୍ମ ଏମିତି ଅଛି ଯାହା ଉପରେ ବହୁତ ବିବାଦ ହେଲା । କିଛି ଫିଲ୍ମ ଧର୍ମ ସହ ଜଡିତ ତ କିଛି ଅନ୍ୟ ମୁଦ୍ଦା କୁ ନେଇ ବିବାଦ ରେ ରହିଥାଏ । ଏମିତିରେ ଆଜି ଆମେ ଏହି ଆର୍ଟିକଲ ରେ ସେହି 5ଟି ଫିଲ୍ମ ବିଷୟରେ କହିବୁ, ଯାହା ବହୁତ ସମୟ ପର୍ଯ୍ୟନ୍ତ ବିବାଦ ରେ ରହିଥିଲା କିନ୍ତୁ ଏହା ପରେ ମଧ୍ୟ ବକ୍ସ ଅଫିସ ରେ ସୁପରହିଟ ହୋଇଥିଲା ।

OMG ( Oh My God ) :-

2012ରେ ଅକ୍ଷୟ କୁମାର ଙ୍କ ଫିଲ୍ମ OMG ରିଲିଜ ହୋଇଥିଲା । ଏହି ଫିଲ୍ମ ଉପରେ ଧର୍ମ କୁ ଆହତ ପହଞ୍ଚେଇବାର ଅଭିଯୋଗ ମଧ୍ୟ ଲାଗିଥିଲା । କେତେ ଦିନ ପର୍ଯ୍ୟନ୍ତ ହିନ୍ଦୁମାନେ ଏହା ବିରୁଦ୍ଧ ରେ ପ୍ରଦର୍ଶନ ମଧ୍ୟ କରିଥିଲେ । ଅକ୍ଷୟ କୁମାର ଙ୍କ ଛଡା ଏହି ଫିଲ୍ମ ରେ ପରେଶ ରାୱଲ ନଜର ଆସିଥିଲେ । ବିବାଦ ପରେ ମଧ୍ୟ ଏହି ଫିଲ୍ମ ବକ୍ସ ଅଫିସ ରେ ସୁପରହିଟ ରହିଥିଲା ।

ପଦ୍ମାବତ :-

ଗତ ବର୍ଷ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ପଦ୍ମାବତ ଉପରେ ରାଜସ୍ଥାନ ର କରଣୀ ସେନା ସଞ୍ଜୟ ଲୀଲା ଭନସାଲି ଙ୍କ ଉପରେ ତଥ୍ୟ କୁ ଏପଟ-ସେପଟ କରିବାର ଅଭିଯୋଗ ଲାଗିଥିଲା । ବିବାଦ ପରେ ମଧ୍ୟ ଏହି ଫିଲ୍ମ ବକ୍ସ ଅଫିସ ରେ ସୁପରହିଟ ହୋଇଥିଲା ।

ମାଇଁ ନେମ ଇଜ ଖାନ :-

ଶାହରୁଖ ଖାନ ଙ୍କ ଏହି ଫିଲ୍ମ ଏଥିପାଇଁ ବିବାଦ ରେ ରହିଥିଲା କି 2008 ରେ ହୋଇଥିବା ମୁମ୍ବାଇ ଆଟାକ ପରେ ଏହି ଫିଲ୍ମ ବନେଇଥିଲେ, IPL ରେ ପାକିସ୍ତାନୀ ଖେଳାଳୀ ଙ୍କ ଉପରୁ ବ୍ୟାନ ହଟେଇଦେବା ଉଚିତ ଓ ଏହି ବୟାନ ପରେ ଶିବସେନା ଫିଲ୍ମ ମାଇଁ ନେମ ଇଜ ଖାନ କୁ ରିଲିଜ ହେବାକୁ ଦେବେନାହିଁ ବୋଲି ଧମକ ଦେଇଥିଲେ ।

ଯୋଦ୍ଧା ଅକବର :-

2008ରେ ହୃତିକ ରୋଶନ ଓ ଐଶ୍ଵର୍ଯ୍ୟା ରାୟ ଙ୍କ ଫିଲ୍ମ ଯୋଦ୍ଧା ଅକବର ରିଲିଜ ହୋଇଥିଲା । ଏହି ଫିଲ୍ମ ଉପରେ ରାଜସ୍ଥାନ ର ରାଜପୁତମାନେ ଇତିହାସ କୁ ଏପଟ-ସେପଟ କରିବାର ଅଭିଯୋଗ ଲଗେଇଥିଲେ । ବହୁତ ସମୟ ପର୍ଯ୍ୟନ୍ତ ବିବାଦ ରେ ରହିବା ପରେ ମଧ୍ୟ ଏହି ଫିଲ୍ମ ବକ୍ସ ଅଫିସ ରେ ସୁପରହିଟ ହୋଇଥିଲା ।

ଗଦର – ଏକ ପ୍ରେମ କଥା :-

2001ରେ ବକ୍ସ ଅଫିସ ରେ ରେକର୍ଡ ଭଙ୍ଗା ଇନକମ କରିଥିବା ଫିଲ୍ମ ଗଦର – ଏକ ପ୍ରେମ କଥା ଇତିହାସ ର ପୃଷ୍ଠା ରେ ଅମର ହୋଇଯାଇଛି । କହିଦେଉଛୁ କି ଏହି ଫିଲ୍ମ ସେହି ସମୟ ରେ ବହୁତ ବିବାଦ ରେ ରହିଥିଲା । ପରେ ଏହି ଫିଲ୍ମ ସେହି ବର୍ଷ ର ସବୁଠୁ ଅଧିକ ଇନକମ କରିଥିବା ଇଣ୍ଡିଆନ ଫିଲ୍ମ ସାବ୍ୟସ୍ତ ହୋଇଥିଲା ।

Leave a Reply