ଶେଷ ୧୦ ଓଭରରେ ସବୁଠାରୁ ଖାତରନାକ ଏହି ୫ ଜଣ ବ୍ୟାଟ୍ସମେନ ନମ୍ବର ୧ ଖେଳାଳିଙ୍କ ଭଳି କେହି ନୁହଁନ୍ତି !

ଆମ ଆଜି ଆପଣଙ୍କୁ ଏକ ଦିବସୀୟ ମ୍ୟାଚରେ ଗୋଟିଏ ସମୟ ଥିଲା , ଯେବେ ବହୁତ କମ ଋନ ହେଉଥିଲା । କିନ୍ତୁ ଆଜି କାଲି ଏକ ଦିବସୀୟ ମ୍ୟାଚରେ ବହୁତ ସହଜରେ ବଡ଼ବଡ଼ ସ୍କୋର କରାଯାଉଛି ।ଆଜି ଆମେ ଆପଣଙ୍କୁ cricket ଜଗତର ସେହି ୫ ଖେଳାଳିଙ୍କ ବିଷୟରେ କହିବୁ ଯିଏକି ଶେଷ ୧୦ ଓଭରରେ ସବୁଠାରୁ ଖାତରନାକ ବ୍ୟାଟ୍ସମେନ ଅଟନ୍ତି।

୫. ଇୱାନ ମର୍ଗନା :- ଯେବେ ସେ ଖେଳିବାକୁ ଆସନ୍ତି , ସେ ବହୁତ ବଡ ସ୍କୋର କରିବା ପାଇଁ ଆସନ୍ତି ଓ ନିଆରା ଢଙ୍ଗରେ ଖେଳି ବଡ ବଡ ଖେଳ ଖେଳିବାକୁ କେବେ ସଂକୋଜ ମଧ୍ୟ କରନ୍ତି ନାହିଁ।

୪. ହାର୍ଦିକ ପାଣ୍ଡିଆ :- ସେ କିଛି ବର୍ଷ ପୂର୍ବରୁ ଭାରତୀୟ cricket ଟିମ ରେ ଶେଷ ଭାଗରେ ଭଲ ବ୍ୟାଟିଂ କରିବାରେ ଦେଖିବାକୁ ମିଳୁଛି । ହାର୍ଦିକ ପାଣ୍ଡିଆ ଏକ ହାର୍ଡ ହିଟର ଭାବରେ ଜଣାଶୁଣା ।

୩. ଗ୍ଲେନ ମେଁକ୍ସୱେଲ :- ଏହି ଖେଳାଳି ମଧ୍ୟ ଧୂଆଁଧାର ବ୍ୟାଟ୍ସମେନ ଭାବେ ଜଣାଶୁଣା । ସେ ଶେଷ ୧୦ over ରେ ଭଲ ଷ୍ଟ୍ରାଇକ ରେଟ ରେ ଖେଳିଥାନ୍ତି।

୨. ଜୋଶ ବାଟଲର :- ଏହି ଖେଳାଳି ମଧ୍ୟ ଶେଷ ୧୦ over ରେ ଭଲ ଷ୍ଟ୍ରାଇକ ରେଟ ରେ ଖେଳିଥାନ୍ତି। ସେ ସବୁବେଳେ ଆକ୍ରମଣ ଖେଳ ଖେଳନ୍ତି। ଶେଷ ୧୦ over ରେ ତାଙ୍କର ଷ୍ଟ୍ରାଇକ ରେଟ ୨୦୦ ହୋଇଯାଏ।

୧. ମହେନ୍ଦ୍ର ସିଂ ଧୋନି :- ସେ ୧୦ ବର୍ଷ ହେଲାଣି ଭାରତୀୟ ଟିମ ରେ ଖେଳୁଛନ୍ତି ଓ ବେଷ୍ଟ ଫିନିସର ଭାବରେ ପୁରା ବିଶ୍ୱରେ ପରିଚିତ । ଶେଷ ୧୦ over ରେ ସେ ଆକ୍ରମକ ଖେଳ ଖେଳନ୍ତି ।ଏହି କାରଣ ପାଇଁ ସେ ବିଶ୍ୱର ସବୁଠାରୁ ଖାତରନାକ ଫିନିସର ବ୍ୟାଟ୍ସମେନ ଭାବେ ଜଣାଶୁଣା।

Leave a Reply