- ରିତେଶ ଦେଶମୁଖ :-

ବଲିଉଡ ଅଭିନେତା ରିତେଶ ଦେଶମୁଖ 2006ରେ ରିଲିଜ ହୋଇଥିବା ଫିଲ୍ମ ‘ ଅପନା ସପନା ମନୀ ମନୀ ‘ ରେ ନାରୀ ର ଭୂମିକା ତୁଲାଇଥିଲେ ।
- ଶିବା କାର୍ତିକେୟନ :

ସାଉଥ ସିନେମାର ସୁପରଷ୍ଟାର ଅଭିନେତା ଶିବା କାର୍ତିକେୟନ 2016ରେ ରିଲିଜ ହୋଇଥିବା ଫିଲ୍ମ ‘ ରେମୋ ‘ ରେ ନାରୀ ର ଭୂମିକା ତୁଲାଇଥିଲେ ।
- ଶ୍ରେୟସ ତଲପଡେ :-

ହିନ୍ଦୀ ଫିଲ୍ମର ଜଣାଶୁଣା ଅଭିନେତା ଶ୍ରେୟସ ତଲପଡେ 2016ରେ ରିଲିଜ ହୋଇଥିବା ଫିଲ୍ମ ‘ ପେଇଙ୍ଗ ଗେଷ୍ଟ ‘ ରେ ନାରୀ ର ଭୂମିକା ତୁଲାଇଥିଲେ ।
- କମଲ ହାସନ :-

ସାଉଥ ଓ ହିନ୍ଦୀ ଫିଲ୍ମର ସୁପରଷ୍ଟାର କମଲ ହାସନ 1997ରେ ରିଲିଜ ହୋଇଥିବା ଫିଲ୍ମ ‘ ଚାଚି 420 ‘ ରେ ନାରୀ ର ସୁନ୍ଦର ଭୂମିକା ତୁଲାଇଥିଲେ ।
- ସଲମାନ ଖାନ :-

ହିନ୍ଦୀ ସିନେମାର ମେଗାଷ୍ଟାର ସଲମାନ ଖାନ 2006ରେ ରିଲିଜ ହୋଇଥିବା ଫିଲ୍ମ ‘ ଜାନ-ଏ-ମନ ‘ ରେ ନାରୀ ର ଏକ ଛୋଟ ଭୂମିକା ତୁଲାଇଥିଲେ ।