ଆପଣ ମାନେ ଜାଣିଥିବେ ସମସ୍ତ ପ୍ରେମି ଯୁଗଳ ମାନେ ଫେବୃଆରୀ ମାସର ଦିତୀୟ ସପ୍ତାହ କୁ ପ୍ରେମ ସପ୍ତାହ ରୂପେ ପାଳନ କରିଥାନ୍ତି।ଆଜି କାଲି କା ଏ ଆଧୁନିକ ଯୁଗରେ କଲେଜ ରେ ପଢ଼ୁଥିବା ପିଲାମାନେ ଆଜି କାଲି ବହୁତ ଉତ୍ପାତ କରୁଛନ୍ତି ।ଆଉ ବାଟ ଘାଟ କିଛି ମାନୁ ନାହାନ୍ତି।ଏମିତି ଗୋଟିଏ ଘଟଣା ବିଷୟରେ ଆମେ ଆପଣ ମାନଙ୍କୁ କହିବୁ।
ଗୋଟିଏ ପ୍ରେମୀ ଯୁଗଳ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳାଘାଟ-ଷ୍ଟର୍ଲିଂ ରୋଡ ରେ ବିବାହ କରିଛନ୍ତି ।ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ନିଆଁ ଲାଗେଇଦେଇଛି।ଏହି ଭିଡ଼ିଓ ରେ ପ୍ରେମିକ ତାର ପ୍ରେମିକା ଙ୍କୁ ସିନ୍ଦୁର ପିନ୍ଧାଉଛନ୍ତି।ଓ ତାଙ୍କ ପ୍ରେମିକା ତାଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି।
ଏବେ ଦୁଇ ଦିନ ତଳେ ପୁରୀ ସହରର ଗୋଟିଏ ପ୍ରମୁଖ କଲେଜ ର ଜଣେ ଛାତ୍ର ଜଣେ ଛାତ୍ରୀ ଙ୍କୁ ରୋଡ଼ ମଝିରେ ମୁଦି ପିନ୍ଧାଇବା ସହ ଚୁମ୍ବନ କରିଥିଲେ।ତେବେ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।
କଲେଜ ପାଖରେ ଥିବା ଏକ ଜଙ୍ଗଲ ରେ ପ୍ରେମିକ ପ୍ରେମିକା ମାନଙ୍କ ର ଖରାପ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି।ପ୍ରେମୀ ଯୁଗଳ ମାନେ ରାସ୍ତା କଡ଼ରେ ଖରାପ ଅବସ୍ଥାରେ ରହୁଥିବା ସାଧାରଣ ରେ ଅଭିଯୋଗ ହେଉଛି।ଏହି କଲେଜ ପାଖରେ ଥିବା ଜଙ୍ଗଲ ରେ ପ୍ରେମୀ ଯୁଗଳ ମାନେ ଖରାପ କାମ କରୁଥିବା ନେଇ ସାଧାରଣ ଲୋକ ଅଭିଯୋଗ କରିଛନ୍ତି।
ପୁରୀ-କୋଣାର୍କ ବେଳାମାର୍ଗରେ ବହୁତ ସଂଖ୍ୟାରେ ପ୍ରେମି ଯୁଗଳ ମାନଙ୍କ ଭିଡ଼ ଦେଖିବାକୁ ମିଳୁଛି।ଓ ପାଖରେ ଥିବା ଜଙ୍ଗଲ ଭିତରକୁ ଯାଉଛନ୍ତି।ଏହାର ଫାଇଦା ଉଠଉଛନ୍ତି କିଛି ଅସାମାଜିକ ବ୍ୟକ୍ତି।ପ୍ରେମି ଯୁଗଳ ମାନେ ଖରାପ କାମ କରୁଥିବା ବେଳେ ତାଙ୍କ ଭିଡ଼ିଓ କରି ଭାଇରଲ କରୁଛନ୍ତି ଓ ତାଙ୍କୁ ଟଙ୍କା ମଧ୍ୟ ମାଗୁଛନ୍ତି।