ଆଜି କାଲି କା ଏ ଆଧୁନିକ ଦୁନିଆରେ ଲୋକ ମାନେ ବହୁତ ଚାଲାଖ ହୋଇଗଲେଣି ଆଜି ଆଉ ଲୋକମାନେ ଅଶିକ୍ଷିତ ହୋଇ ନାହାନ୍ତି|ଆପଣ ମାନେ ଦେଖିଥିବେ ଯିଏ ଅଟୋ ଚଳଉଛି ସେ ବି ଏବେ ଇଂରାଜୀ ରେ କଥା କହୁଛି |ଆପଣା ମାନେ ଜାଣିଥିବେ ଏ ଦୁନିଆରେ ଭଲ ଚାକିରି ଖଣ୍ଡେ କରିବା କେତେ କଷ୍ଟ ହୋଇଗଲାଣୀ|

ଦେଖିବେ ଆପଣ ମାନେ କେତେବେଳେ ବାହାରକୁ ଜୀବ ସମୟ ରେ କିଛି ଲୋକ ଏମିତି ଥାନ୍ତି ଯିଏ ଆପଣ ମାନଙ୍କ ବୁଧି ପରୀକ୍ଷା କରିଥାନ୍ତି |ତେବେ ଆମେ ମାନେ କେବଳ ବୁଧି ଲଗେଇ ଏହି ଉତ୍ତର ଦେଇପାରିବା |ଆପଣ ମାନେ ଦେଖିଥିବେ ଯଦି ଆମେ କେତେବେଳେ ଚାକିରି ପାଇଁ ପରୀକ୍ଷା ଦେବା ପାଇଁ ଯାଉଛେ ତେବେ ସେମାନେ ଆମ ମାନଙ୍କର ବୁଧି ପରୀକ୍ଷା କରୁଛନ୍ତି |

ଆମେ ଆଜି ଏମିତି କିଛି ସାଧାରଣ ଜ୍ଞାନ ବିଷୟରେ କହିବୁ ଯାହାକି ଆପଣ ମାନଙ୍କ କମ ରେ ଆସିବକରିବ।ତେବେ ଆମ ରାଜ୍ୟ ଓଡିଶା ସମ୍ପର୍କରେ ଏମିତି ଅନେକ ତଥ୍ୟ ରହିଛି।ଏହି ତଥ୍ୟ ଗୁଡିକ ଆମେ ମାନେ ଜାଣିବା ନିହାତି ଆବଶ୍ୟକ |ଏହି ତଥ୍ୟ ଗୁଡିକ ଆଗକୁ ବହୁତ କମ ରେ ଆସିବ|ତାହାଲେ ସାଙ୍ଗମାନେ ଡେରି ନ କରି ଆସନ୍ତୁ ଜାଣିବା |
କେଉଁ ଦେଶ ରେ ସ୍ତ୍ରୀ ଲୋକ ମାନଂକର ନିଶ ଓ ଦାଢ଼ି ଉଠି ଥାଏ?
ଉତ୍ତର :- ଇଥୋପିଆ
ବିଶ୍ୱ ରେ କେଉଁ ଦେଶ ରେ ଦୁଇ ମୁଣ୍ଡିଆ କଇଁଛ ଅଧିକ ଦେଖା ଯାଏ ?
ଉତ୍ତର :- ଆମେରିକା
କେଉଁ ଜୀବ ଶୁଏ ନାହିଁ ?
ଉତ୍ତର :- ପିମ୍ପୁଡି
କେଉଁ ଜୀବ ର ଚାରୋଟି ପାକସ୍ଥଳି ଥାଏ?
ଉତ୍ତର :- ଗାଈ
ଓଡିଶା ର କାଶ୍ମୀର କାହାକୁ କୁହାଯାଏ ?
ଉତ୍ତର :-ଦାରିଙ୍ଗ ବାଡି