ତାରାତାରିଣୀ ରେ ଅଭିନୟ କରୁଥିବା ଅଭିନେତ୍ରୀ ଲିପି ମହାପାତ୍ର ଙ୍କୁ 34 ବୟସ ହେଲେ ସୁଧା କଣ ପାଇଁ ବିବାହ କରୁନାହାନ୍ତି ଲିପି ଜାଣନ୍ତୁ ସମ୍ପୂର୍ଣ ଖବର ….

ଆପଣ ମାନେ ଜାଣିଥିବେ ଆମ ଓଲିଉଡ ଜଗତରେ ବହୁତ ଅଭିନେତ୍ରୀ ଏମିତି ଅଛନ୍ତି ଯାହା କି ତାଙ୍କର ଖୁବ ସୁନ୍ଦର ଅଭିନୟ ପାଇଁ ସୀ ଖୁବ କମ ସମୟ ମଧ୍ୟରେ ବହୁତ ସଫଳତା ହାସଲ କରିପାରିଛନ୍ତି |ସେ ଏହି ଅଭିନୟ ପାଇଁ ବହୁତ ଫେମସ ହୋଇପାଇଛନ୍ତି  ଓ ଖୁବ ବହୁତ ଟଙ୍କା ମଧ୍ୟ କମାଉଛନ୍ତି |ତେବେ ବନ୍ଧୁଗଣ ଆଜି ଆମ ଏମିତି ଜଣେ ଅଭିନେତ୍ରୀ ଙ୍କର ବିଷୟରେ କହିବାକୁ ଯାଉଛୁ ସେ ବହୁତ ସୁନ୍ଦର ଅଭିନୟ କରିବା ସହ ବାହୁତ ଟଙ୍କା ମଧ୍ୟ କମାଉଛନ୍ତି ହେଲେ ସେଇ ଅଭିନେତ୍ରୀ ଜଣଙ୍କ ଆଜି ବି ଅବିବାହିତ ଅଛନ୍ତି|

ତେବେ ବନ୍ଧୁଗଣ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ  ଲିପି ମହାପାତ୍ର |ଆପଣ ମାନେ ଲିପି ଙ୍କୁ ଲୋକପ୍ରିୟ ଧାରାବାହିକ   ତାରା ତାରିଣୀ ରେ ନିଶ୍ଚତ  ଦେଖିଥିବେ | ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି|ବନ୍ଧୁଗଣ ଆମେ ଆପଣ ମାନଙ୍କୁ କହି ରଖୁଛୁ କି ଲିପି ଙ୍କୁ 35 ବର୍ଷ ହେଲାଣି ତଥାପି ସେ ବିବାହ କରୁନାହାନ୍ତି |ତେବେ ଆସନ୍ତୁ ଜାଣିବା ଲିପି ଙ୍କର  ବିଷୟରେ କିଛି ଅଜଣା କଥା |

ବନ୍ଧୁଗଣ ଆମେ ଯଦି ଲିପି ଙ୍କର ପରିବାର ବିଷୟରେ  କହିବା ତାହେଲେ ତାଙ୍କପରିବାର ରେ ବାପା,ମା,ଭାଇ ,ଭାଉଜ,ଓ ଜ ଜଣେ ପୁତୁରା ଅଛନ୍ତି |ଲିପି ଙ୍କର ବାପା ଙ୍କର ଇଚ୍ଛା ଥିଲା ସେ ଜଣେ ଆଇପିଏସ ହୁଅନ୍ତୁ କିନ୍ତୁ ଲିପି  ଙ୍କର ମା ଙ୍କର ଇଚ୍ଛା ଥିଲା କି ଲିପି ଜଣେ ଭଲ ଅଭିନେତ୍ରୀ ହୁଅନ୍ତୁ |ତେଣୁ ଲିପି ତାଙ୍କ ମା ଙ୍କର ଇଚ୍ଛା ପୂରଣ କରିବାକୁ ଯାଇ ଅଭିନୟ ଦୁନିଆରେ ପାଦ ଥାପିଥିଲେ |

ଲିପି କଲେଜ ପଢିବା ବେଳୁ ଓଡିଆ ଆଲବମ ଦୁନିଆରେ  ପାଦ ଦେଇଥିଲେ ତାଙ୍କର ପ୍ରଥମ ଗୀତ ହଉଚି “ମୁ ବିନା ଘୁଙ୍ଗୁର ରେ ନାଚିବି ନାହିଁ “।ଓ ସେ ଆଜି ପର୍ଯ୍ୟନ୍ତ 300 ରୁ ଅଧିକ ଆଲବମ ରେ ଅଭିନୟ କରିଛନ୍ତି |

Leave a Reply

Your email address will not be published. Required fields are marked *