କ୍ରିକେଟର ଭଗବାନ ବୋଲି କୁହାଯାଉଥିବା ସଚିନ ତେନ୍ଦୁଲକର ଙ୍କ ଦୁନିଆରେ ପ୍ରଶଂସକ ସଂଖ୍ୟା କମନୁହନ୍ତି । ଆଜିକାଲି ଏଭଳି ଏକ ଟ୍ୱିଟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି, ତେବେ ଆସନ୍ତୁ ଜାଣିବା ଏମିତି ଏକ ଘଟଣା ବିଷୟରେ ।

ସଚିନ ତେନ୍ଦୁଲକରଙ୍କ ଏକମାତ୍ର ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ସାରା ତେନ୍ଦୁଲକରଙ୍କ ପ୍ରେମ ସମ୍ପର୍କ ବିଷୟରେ ଆଲୋଚନା ଏହି ୨୦ ବର୍ଷୀୟ କ୍ରିକେଟର ଶୁବମାନ ଗିଲଙ୍କ ସହ ଅନେକ ଖବର କାଗଜ ରେ ହେଡଲାଇନ ହେବାର ଆପଣ ମଧ୍ୟ ଜାଣିଥିବେ ସୃଷ୍ଟି କରୁଛି ।

ବାସ୍ତବରେ ଶୁଭମାନ ଗିଲ ସୋସିଆଲ ମିଡିଆରେ ରେଞ୍ଜ ରୋଭର ସହିତ ଟ୍ୱିଟର ରେ ଏକ ଫୋଟ ସେୟାର କରିଥିଲେ ଏବଂ ସାରା ତେନ୍ଦୁଲକର ଏକ ଟ୍ୱିଟ କରି ଅଭିନନ୍ଦନ ଜଣାଇଥିଲେ ଏବଂ ଶୁଭମ ଗିଲ ଧନ୍ୟବାଦ ଜଣାଇଥିଲେ ହେଲେ ମାଜ଼ାକ କରି ହାର୍ଦ୍ଦିକ ପାଣ୍ଡ୍ୟା ସାରା ତେନ୍ଦୁଲକର ତରଫରୁ ଶୁଭମ ଗିଲଙ୍କ ଙ୍କୁ Most welcome ଲେଖି ଥଟ୍ଟା କରିଥିଲେ । ଯାହା ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।