ଭାରତର ଏହି ୬ ଜଣ ପ୍ରଧାନ ମନ୍ତ୍ରୀ ଙ୍କ ମଧ୍ୟରୁ ସବୁଠାରୁ ଅଧିକା ପଢ଼ାଲେଖା ପ୍ରଧାନମନ୍ତ୍ରୀ କିଏ,ଜାଣନ୍ତୁ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା

ଭାରତର ଏହି ୬ ଜଣ ପ୍ରଧାନ ମନ୍ତ୍ରୀ ଙ୍କ ମଧ୍ୟରୁ ଜାଣନ୍ତୁ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଓ କେଉଁ ପ୍ରଧାନ ମନ୍ତ୍ରୀ ସବୁଠାରୁ ଅଧିକା ପଢ଼ାଲେଖା ତା କେଉଁ ପ୍ରଧାନ ମନ୍ତ୍ରୀ ସବୁଠାରୁ କମ ପଢ଼ାଲେଖା ଆସନ୍ତୁ ଜାଣିବା, ଆଜି ଆମେ ଦେଶର ପ୍ରଧାନ ମନ୍ତ୍ରୀ ଙ୍କ ବିଷୟରେ ।

୧.ପଣ୍ଡିତ ଜବାହାରଲାଲ ନେହେରୁ ଟ୍ରିନଟୀ କଲେଜ,କେମ୍ବ୍ରିଜ ବିଶ୍ବବିଦ୍ୟାଳୟ ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।

୨.ଲାଲ ବହାଦୁର ଶାସ୍ତ୍ରୀ ପ୍ରାଇମେରୀ ଶିକ୍ଷା କାଶୀନାଥ ବିଶ୍ୱବିଦ୍ୟାଳୟ ରେ କରିଥିଲେ ।

୩. ଇନ୍ଦିରା ଗାନ୍ଧୀ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।

୪. ରାଜୀବ ଗାନ୍ଧୀ ଦେଶର କମ ବୟସ୍କା ପ୍ରଧାନ ମନ୍ତ୍ରୀ ଭାବରେ ନିଯୁକ୍ତି ପାଇଥିଲେ, ସେ ଇମ୍ପେରାଲ କଲେଜ ଅଫ ଲଣ୍ଡନ ରେ ମେକାନିକାଲ ଇଞ୍ଜିନିୟରିଙ୍ଗ ପଢିଥିଲେ କିନ୍ତୁ କୋର୍ସ ପୁରା କରିପାରିନଥିଲେ ।

୫.ମନମୋହନ ସିଂ ବହୁତ ପାଠ ପଢିଥିଲେ , ଡିଗ୍ରୀ ହାସଲ କରିବା ସହ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ଏବଂ ଇଂଲଣ୍ଡ ସ୍ଥିତ ୟୁନିଭର୍ସିଟି ଅଫ ଅକ୍ସଫୋର୍ଡ ରୁ D.Phil.ଏବଂ ପରେ ଭାରତ ଆସି ପାଞ୍ଝବ ୟୁନିଭର୍ସିଟି ରେ ସିନିୟର ପ୍ରଫେସର ଏବଂ ଅନେକ ଡିଗ୍ରୀ ର ଅଧିକାରୀ ଥିଲେ ଡକ୍ଟର ମନମୋହନ ସିଂ । ଭାରତ ର ସବୁଠାରୁ ବେଶୀ ପାଠ ପଢିଥିବା ପ୍ରଧାନ ମନ୍ତ୍ରୀ ଅଟନ୍ତି ।

୬.ନରେନ୍ଦ୍ର ମୋଦି ଏହି ସମୟ ରେ ପ୍ରଧାନ ମନ୍ତ୍ରୀ ଅଛନ୍ତି । ସେ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଏବଂ ଗୁଜରାଟ ୟୂନିଭରସିଟି ରୁ ଏମ ଏ ମଧ୍ୟ କରିଛନ୍ତି ।

Leave a Reply