ହେ ଭଗବାନ: ୭ ବର୍ଷରେ ୭ ଥର ଗର୍ଭବତୀ ଏହି ମହିଳା ଶିକ୍ଷୟିତ୍ରୀ, ସତ ଜାଣିଲେ ଚକିତ ହୋଇଯିବେ ଆପଣ

ପ୍ରାୟ ଆପଣ ସ୍କୁଲ ଟିଚର ଙ୍କ ପାଖରୁ ଶୁଣିଥିବେ କି ନିଜ ଛୁଆଙ୍କ ମଧ୍ୟରେ 3 ବର୍ଷର ବ୍ୟବଧାନ ରଖିବା ଉଚିତ କିନ୍ତୁ ଆଜି ଆମେ ଏମିତି ଜଣେ ସ୍କୁଲ ଟିଚର ଙ୍କ ବିଷୟରେ କହିବୁ ଯିଏ 7 ବର୍ଷରେ 7ଥର ଗର୍ଭବତୀ ହୋଇଛନ୍ତି। ଏହି ଘଟଣା ବିହାର ର ଜଣେ ଶିକ୍ଷୟତ୍ରୀ ଙ୍କର ଯିଏ 7 ବର୍ଷରେ 7ଥର ଗର୍ଭବତୀ ହୋଇଛନ୍ତି,

କିନ୍ତୁ ଏହି ଶିକ୍ଷୟତ୍ରୀ ସତରେ ଗର୍ଭବତୀ ହୋଇନଥିଲେ, ସେ ଖାଲି ଗର୍ଭବତୀ ହେବାର ନାଟକ କରୁଥିଲେ । କିନ୍ତୁ ଏହି ଶିକ୍ଷୟତ୍ରୀ ଗର୍ଭବତୀ ହେବାର ନାଟକ ଗୋଟେ ଖାସ ଉଦ୍ଦେଶ୍ୟ ପାଇଁ କରୁଥୁଲେ, ପ୍ରକୃତରେ ସେ ଗର୍ଭବତୀ ହୋଇଛି ବୋଲି ସ୍କୁଲରୁ ଛୁଟି ନେଉଥୁଲେ, ତାହା ପୁଣି ଲମ୍ବା ସମୟ ପର୍ଯ୍ୟନ୍ତ ଓ ଘରେ ବସି ତାଙ୍କୁ ଦରମା ମଧ୍ୟ ମିଳୁଥିଲା ।

ତାଙ୍କୁ ସ୍କୁଲ ଯିବାକୁ ମଧ୍ୟ ପଡୁନଥିଲା , ଏଥି ପାଇଁ ସେ ଏମିତି ସରଲିଆ ଉପାୟ ଆପଣାଉଥିଲେ ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେଉଥିବେ । ସ୍କୁଲ ପ୍ରଶାସନ କୁ ମଧ୍ୟ 19ରୁ ଏହି ଶିକ୍ଷୟତ୍ରୀ ବୋକା ବନଉଥିଲେ କିନ୍ତୁ ବର୍ତମାନ ପ୍ରଶାସନ କୁ ଏହା ଜଣାପଡିଲା ପରେ ଶିକ୍ଷୟତ୍ରୀ ଙ୍କ ବିରୁଦ୍ଧରେ ସ୍କୁଲ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାର ଜଣା ପଡିଛି ।

Leave a Reply