୧୦ ବର୍ଷ ପରେ ଅପସରା ଭଳି ଦେଖାଯାଉଛନ୍ତି ” ଝାନ୍ସୀ କି ରାଣୀ ” ସିରିୟଲ ର ମନୁ, ଫୋଟ ଦେଖି ବିଶ୍ୱାସ କରିପାରିବେନି

10 ବର୍ଷ ପୂର୍ବେ ଟିଭିରେ ” ଝାନ୍ସୀ କି ରାଣୀ ” ସିରିୟଲ ପ୍ରକାଶିତ ହୋଇଥିଲା, ଯିଏ ସାଧାରଣ ଲୋକଙ୍କ ହୃଦୟରେ ଏକ ଅଲଗା ପରିଚୟ ବନେଇଥିଲା । ସେହି ସିରିୟଲରେ ମନୁ ର ଭୂମିକା କରିଥିବା ଝିଅ ବର୍ତମାନ 22 ବର୍ଷର ହୋଇଗଲାଣି । ଆଜିର ଏହି ପୋଷ୍ଟରେ ଆମେ ସେହି ଝିଅ ର କିଛି ସୁନ୍ଦର ଫଟୋ ଦେଖେଇବାକୁ ଯାଉଛୁ କି ଗତ 10 ବର୍ଷରେ ସେ କେତେ ବଦଳିଯାଇଛି । ତାଙ୍କର ଅସଲି ନାମ ହେଉଛି ଅଲକା ଗୁପ୍ତା ।

ଅଲକା ଗୁପ୍ତା ଙ୍କ ଜନ୍ମ 12 ଅପ୍ରେଲ 1997ରେ ହୋଇଥିଲା । ସେ ମୁମ୍ବାଇରେ ରୁହନ୍ତି । ସେ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ ରୁହନ୍ତି ଓ ପ୍ରତିଦିନ ନିଜ ଫଟୋ ପୋଷ୍ଟ କରିଥାଆନ୍ତି । ” ଝାନ୍ସୀ କି ରାଣୀ ” ସିରିୟଲରୁ ତାଙ୍କ ଲୋକପ୍ରିୟତା ବହୁତ ବଢିଯାଇଛି । ବର୍ତମାନ ସମୟରେ ସେ କେତେ ଫିଲ୍ମରେ କାମ କରିସାରିଛନ୍ତି ।

ତାଙ୍କୁ ନିଜ ଅଭିନୟ ପାଇଁ ସର୍ବଶ୍ରେଷ୍ଠ ବାଲ ଅଭିନେତ୍ରୀ ର ପୁରସ୍କାର ମଧ୍ୟ ମିଳିସାରିଛି । ଫଟୋରେ ଆପଣ ଦେଖିପାରୁଥିବେ କି ଏହି ଅଭିନେତ୍ରୀ ପୂର୍ବ ଅପେକ୍ଷା କେତେ ବଦଳିଯାଇଛି । 10 ବର୍ଷରେ ସେ ପୂର୍ବ ଅପେକ୍ଷା ଅଧିକ ହଟ ଲାଗୁଛନ୍ତି । ଯେବେ ” ଝାନ୍ସୀ କି ରାଣୀ ” ସିରିୟଲ ଜୀ ଟିଭିରେ ପ୍ରସାରିତ ହୋଇଥିଲା ତେବେ ତାଙ୍କ ବୟସ 12 ବର୍ଷ ଥିଲା କିନ୍ତୁ ବର୍ତମାନ ତାଙ୍କୁ 22 ବର୍ଷ ହୋଇଗଲାଣି ।

ଫିଲ୍ମ ବିଷୟରେ କହିଲେ ସେ Student of The Year 2 ଓ Simba ପରି ବଡ ଫିଲ୍ମରେ ନଜର ଆସିଛନ୍ତି । ସେ ବର୍ତମାନ କେତେ ଅପକମିଙ୍ଗ ପ୍ରୋଜେକ୍ଟସ ରେ ବ୍ୟସ୍ତ ଅଛନ୍ତି ଓ ଆଗାମୀ ଦିନରେ କେତେ ବଡ ଫିଲ୍ମରେ ମଧ୍ୟ ନଜର ଆସିପାରନ୍ତି ।

Leave a Reply

Your email address will not be published. Required fields are marked *