ଅଧିନାୟକ ଭାବରେ ସବୁଠାରୁ ଅଧିକା ମ୍ୟାଚ ହାରିଛନ୍ତି ଏହି ୫ ଟିମ ନମ୍ବର ୧ ଉପରେ ବିଶ୍ୱାସ କରିବା ମୁସ୍କିଲ

IPL ପରି ବଡ ଟୁର୍ନାମେଣ୍ଟ ଜିତିବାର ଅଛି, ତେବେ ସବୁ ଟିମରେ ଜଣେ ଭଲ ଅଧିନାୟକ ରହିବା ଜରୁରୀ ଅଟେ କାହିଁକିନା ଜଣେ ଭଲ ଅଧିନାୟକ ହିଁ ନିଜ ଅଧିନାୟକ ବଳରେ କୌଣସି ମ୍ୟାଚକୁ ପରିବର୍ତନ କରିଦେଇପାରନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ IPL ର ସେହି 5 ଜଣ ଅଧିନାୟକ ଙ୍କ ବିଷୟରେ କହିବୁ ଯିଏ ନିଜ ଅଧିନାୟକତ୍ୱ ସମୟରେ ଟିମ ସବୁଠୁ ଅଧିକ ଥର ମ୍ୟାଚ ହାରିଥିଲେ ।

  • ଏମଏସ ଧୋନୀ :-

ଭାରତୀୟ ଟିମର ପୂର୍ବ ଅଧିନାୟକ ଏମଏସ ଧୋନୀ ବର୍ତମାନ ପର୍ଯ୍ୟନ୍ତ IPL ରେ 174ଟି ମ୍ୟାଚରେ ଅଧିନାୟକ କରୁଥିଲେ । ଯାହାଫଳରେ ସେ ନିଜ ଟିମକୁ 3ଥର IPL ଟୁର୍ନାମେଣ୍ଟ ଜିତେଇଛନ୍ତି କିନ୍ତୁ ଏହି ମ୍ୟାଚରେ ଏମଏସ ଧୋନୀ ଙ୍କ ଟିମ 104ଟି ମ୍ୟାଚ ଜିତିଛନ୍ତି ଓ 69ଟି ମ୍ୟାଚ ହାରିଛନ୍ତି ।

  • ଗୌତମ ଗମ୍ଭୀର :-

ଗୌତମ ଗମ୍ଭୀର IPL ରେ 129ଟି ମ୍ୟାଚରେ ଅଧିନାୟକ କରୁଥିଲେ । ଯାହାଫଳରେ ସେ ନିଜ ଟିମକୁ 2ଥର IPL ଟୁର୍ନାମେଣ୍ଟ ଜିତେଇଛନ୍ତି କିନ୍ତୁ ଏହି ମ୍ୟାଚରେ ଗୌତମ ଗମ୍ଭୀର ଙ୍କ ଟିମ 71ଟି ମ୍ୟାଚ ଜିତିଛନ୍ତି ଓ 57ଟି ମ୍ୟାଚ ହାରିଛନ୍ତି ।

  • ବିରାଟ କୋହଲୀ :-

ରନ ମେସିନ ବିରାଟ କୋହଲୀ IPL ରେ 110ଟି ମ୍ୟାଚରେ ଅଧିନାୟକ କରୁଥିଲେ । ଯାହାଫଳରେ ସେ ନିଜ ଟିମକୁ ଗୋଟେଥର ମଧ୍ୟ IPL ଟୁର୍ନାମେଣ୍ଟ ଜିତେଇନାହାନ୍ତି କିନ୍ତୁ ଏହି ମ୍ୟାଚରେ ବିରାଟ କୋହଲୀ ଙ୍କ ଟିମ 49ଟି ମ୍ୟାଚ ଜିତିଛନ୍ତି ଓ 55ଟି ମ୍ୟାଚ ହାରିଛନ୍ତି ।

  • ରୋହିତ ଶର୍ମା :-

ହିଟମ୍ୟାନ ରୋହିତ ଶର୍ମା ଙ୍କୁ IPL ର ସବୁଠୁ ସଫଳ ଅଧିନାୟକ ବୋଲି କୁହାଯାଉଛି କାହିଁକିନା ସେ ନିଜ ଅଧିନାୟକ ଭିତରେ ନିଜ ଟିମକୁ 4ଥର IPL ଟୁର୍ନାମେଣ୍ଟ ଜିତେଇଛନ୍ତି । ରୋହିତ ଶର୍ମା IPL ରେ 104ଟି ମ୍ୟାଚରେ ଅଧିନାୟକ କରୁଥିଲେ କିନ୍ତୁ ରୋହିତ ଶର୍ମା ଙ୍କ ଟିମ 60ଟି ମ୍ୟାଚ ଜିତିଛନ୍ତି ଓ 42ଟି ମ୍ୟାଚ ହାରିଛନ୍ତି ।

  • ଏଡମ ଗିଲକ୍ରିଷ୍ଟ :-

ମହାନ ବ୍ୟାଟ୍ସମେନ ଏଡମ ଗିଲକ୍ରିଷ୍ଟ IPL ରେ ମାତ୍ର 74ଟି ମ୍ୟାଚରେ ଅଧିନାୟକ କରୁଥିଲେ । ଯାହାଫଳରେ ସେ ନିଜ ଟିମକୁ ଗୋଟେଥର IPL ଟୁର୍ନାମେଣ୍ଟ ଜିତେଇଛନ୍ତି କିନ୍ତୁ ଏହି ମ୍ୟାଚରେ ଏଡମ ଗିଲକ୍ରିଷ୍ଟ ଙ୍କ ଟିମ 35ଟି ମ୍ୟାଚ ଜିତିଛନ୍ତି ଓ 39ଟି ମ୍ୟାଚ ହାରିଛନ୍ତି ।

Leave a Reply